ଜମ୍ମୁ-କାଶ୍ମୀର: ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ,୩ ଆତଙ୍କୀ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱା଼ଡା ଜିଲ୍ଲାର ହଦୱାଡାରେ ଗତକାଲି ବିଳମ୍ୱିତ ରାତିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ୩ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି।  ମୃତ ୩ ଆତଙ୍କୀ ଲସ୍କର-ଇ-ତୋଏବାର ସଦସ୍ୟ ବୋଲି ଜଣାପଡିଛି। ହଦୱାଡାର ପୋଲିସ ସୁପରିଟେଣ୍ଡ୍ ଗୁଲାମ ଜୀଲାନୀ ବାନୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କୀଙ୍କ ପରିଚୟ ମିଳନିନାହିଁ।  ହେଲେ ଅନୁମାନ କରାଯାଉଛି ଏମାନେ ଲସ୍କ-ଇ-ତୋଏବା ‌ ସଦସ୍ୟ ହୋଇଥାଇ […]

encounter

encounter

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 05:32 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱା଼ଡା ଜିଲ୍ଲାର ହଦୱାଡାରେ ଗତକାଲି ବିଳମ୍ୱିତ ରାତିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ୩ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି।  ମୃତ ୩ ଆତଙ୍କୀ ଲସ୍କର-ଇ-ତୋଏବାର ସଦସ୍ୟ ବୋଲି ଜଣାପଡିଛି।

ହଦୱାଡାର ପୋଲିସ ସୁପରିଟେଣ୍ଡ୍ ଗୁଲାମ ଜୀଲାନୀ ବାନୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କୀଙ୍କ ପରିଚୟ ମିଳନିନାହିଁ।  ହେଲେ ଅନୁମାନ କରାଯାଉଛି ଏମାନେ ଲସ୍କ-ଇ-ତୋଏବା ‌ ସଦସ୍ୟ ହୋଇଥାଇ ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story