ଜନ୍ମଦିନ ମନାଇବା ପରେ ବିଦେଶ ଗସ୍ତରେ ଗଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ନିଜର ୪୬ତମ ଜନ୍ମଦିନ ମନାଇବା ପରେ ବିଦେଶ ଯାତ୍ରା କରିଛନ୍ତି। ରାହୁଲ ଟ୍ୱିଟ୍ କରି କହିଛନ୍ତି, “ଜନ୍ମଦିନରେ ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତ ଶୁଭେଚ୍ଛୁଙ୍କୁ ମୁଁ ଧନ୍ୟବାଦ ଜଣାଉଛି।” ସେ କହିଛନ୍ତି, “ମୁଁ କିଛିଦିନ ପାଇଁ ବାହାରକୁ ଯାଉଛି। ମୋ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ।” ରାହୁଲଙ୍କ ବିଦେଶ ଗସ୍ତକୁ ରାଜନୈତିକ ଦଳ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ […]

rahul-gandhi

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 03:46 PM IST

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ନିଜର ୪୬ତମ ଜନ୍ମଦିନ ମନାଇବା ପରେ ବିଦେଶ ଯାତ୍ରା କରିଛନ୍ତି। ରାହୁଲ ଟ୍ୱିଟ୍ କରି କହିଛନ୍ତି, “ଜନ୍ମଦିନରେ ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତ ଶୁଭେଚ୍ଛୁଙ୍କୁ ମୁଁ ଧନ୍ୟବାଦ ଜଣାଉଛି।”

ସେ କହିଛନ୍ତି, “ମୁଁ କିଛିଦିନ ପାଇଁ ବାହାରକୁ ଯାଉଛି। ମୋ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ।”

ରାହୁଲଙ୍କ ବିଦେଶ ଗସ୍ତକୁ ରାଜନୈତିକ ଦଳ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ସଭାପତି ବନାଇବାକୁ ମନ ବଳାଇଛି। ଖୁବ୍ ଶୀଘ୍ର ଦଳ ରାହୁଲଙ୍କୁ ଔପଚାରିକ ଭାବେ ସଭାପତି ଘୋଷଣା କରିବ ବୋଲି ଆଶା କରାଯାଉଛି।

Related story