ଦୋକାନର ମାଲିକ ଯଦି କୁକୁର ହୋଇଥିବ, ଆପଣ ଯିବେ ତ ?

ଟୋକିଓ: ଆପଣ ଯେକୌଣସି ଦୋକାନ ଗଲେ, ସେଠାରେ ଉପସ୍ଥିତ ଥିବା ଦୋକାନୀଙ୍କୁ ଆବଶ୍ୟକ ସାମଗ୍ରୀ ମାଗିଥାନ୍ତି। ହେଲେ ଦୋକାନରେ ଯଦି  ମାଲିକ ପରିବର୍ତ୍ତେ ଚେୟାରରେ କୁକୁର ବସିଥିବ, ତେବେ ଆପଣ ସେ ଦୋକାନ ଯିବେ ତ ?  ଅପରିଚିତ ଲୋକଙ୍କ ପ୍ରତି କୁକୁରର ବ୍ୟବହାର କିପରି ରହିବ, ଆକ୍ରମଣାତ୍ମକ ହେବ ନାହିଁ ତ ଆଦି ନାନା  ପ୍ରଶ୍ନ  ଆପଣଙ୍କୁ  ଆନ୍ଦୋଳିତ କରିବ।  ହେଲେ କୁକୁରଟି ହିଁ ଏକ ଦୋକାନର ମାଲିକ। ସେ ଏକ ଚେୟାରରେ ବସି  ବେଶ୍‌ […]

dog-1....

dog-1....

Niharika Rout
  • Published: Saturday, 30 March 2019
  • Updated: 30 March 2019, 11:12 AM IST

Sports

Latest News

ଟୋକିଓ: ଆପଣ ଯେକୌଣସି ଦୋକାନ ଗଲେ, ସେଠାରେ ଉପସ୍ଥିତ ଥିବା ଦୋକାନୀଙ୍କୁ ଆବଶ୍ୟକ ସାମଗ୍ରୀ ମାଗିଥାନ୍ତି। ହେଲେ ଦୋକାନରେ ଯଦି  ମାଲିକ ପରିବର୍ତ୍ତେ ଚେୟାରରେ କୁକୁର ବସିଥିବ, ତେବେ ଆପଣ ସେ ଦୋକାନ ଯିବେ ତ ?  ଅପରିଚିତ ଲୋକଙ୍କ ପ୍ରତି କୁକୁରର ବ୍ୟବହାର କିପରି ରହିବ, ଆକ୍ରମଣାତ୍ମକ ହେବ ନାହିଁ ତ ଆଦି ନାନା  ପ୍ରଶ୍ନ  ଆପଣଙ୍କୁ  ଆନ୍ଦୋଳିତ କରିବ।  ହେଲେ କୁକୁରଟି ହିଁ ଏକ ଦୋକାନର ମାଲିକ। ସେ ଏକ ଚେୟାରରେ ବସି  ବେଶ୍‌ ସୁରୁଖୁରରେ ଏହାକୁ ପରିଚାଳନା କରୁଛି, ଯାହାକୁ ନ ଦେଖିଲେ କେହି ବିଶ୍ୱାସ କରିପାରିବେନି।  ଏହାର ଭିଡ଼ିଓ ବି ସୋଶାଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି।

ଜାପାନରେ ଥିବା ଏପରି ଏକ ଦୋକାନ  ବେଶ୍‌ ଚର୍ଚ୍ଚାରେ ରହିଛି। ଏଠାରେ ଲୋକଙ୍କ ଗହଳି ମଧ୍ୟ ପରିଲକ୍ଷିତ ହେଉଛି।  ଜିନିଷ ନେବା ଅପେକ୍ଷା କୁକୁରକୁ ଦେଖିବାକୁ ଉତ୍ସାହିତ ହୋଇ ଲୋକେ ଏଠାକୁ ଚାଲି ଆସୁଛନ୍ତି।  କୁକୁରଟି ଦିନ ସାରା ଏକୁଟିଆ ରହି ଏହାକୁ ବେଶ୍‌ ଭଲ ଭାବେ ପରିଚାଳନା କରୁଛି। ସନ୍ଧ୍ୟା ହେଲେ ନିଜ ମାଲିକ ସହ ମାର୍କେଟ ବୁଲି ଖୁବ୍‌ ମଜାମସ୍ତି କରୁଛି।

ଜାପାନର ଏକ ସହରରେ କୁକୁଟି ନିଜେ ଏକ ମିଠା ଆଳୁ ଦୋକାନ ଚଲାଉଛି। ୩ ବର୍ଷର ଏହି କୁକୁରର ନାମ କେନ-କୁନ୍‌। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୋକାନରେ ହିଁ ଥାଏ। ଏଠାରେ କୌଣସି ଜିନିଷ ଖୋଲାରେ ମିଳେ ନାହିଁ। ସବୁ ଜିନିଷ ମାପ ଅନୁଯାୟୀ ପ୍ୟାକେଟ୍‌ ହୋଇଥାଏ।  ପ୍ୟାକେଟ ଉପରେ ତାହାର ଓଜନ ଓ ଦାମ ଲେଖା ହୋଇଥାଏ। ଗ୍ରାହକ ପହଞ୍ଚି ନିଜ ଆବଶ୍ୟକ ମୁତାବକ ଜିନିଷ ନେବା ସହ ଟଙ୍କାକୁ ସେଠାରେ ଥିବା ଏକ ବାକ୍ସରେ ଗଳାଇ ଦେଇଥାନ୍ତି।  ସେଠାକୁ ଆସୁଥିବା ଗ୍ରାହକଙ୍କଠାରୁ ଭିନ୍ନ ଅନ୍ଦାଜରେ ପଇସା ନେବା ସହ କୁକୁରଟି ଜିନିଷ ଦେଇଥାଏ।

ଦୋକାନ ଆଗରେ ହୋଇଥିବା ଲେଖା ବି ସେଠାକୁ ଆସୁଥିବା ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥାଏ।  ସେଠାରେ ଲେଖା ହୋଇଛି, ‘ମୁଁ ଏକ କୁକୁର ହୋଇଥିବାରୁ ଆପଣଙ୍କୁ ଖୋଲା ଜିନିଷ ଦେଇପାରୁ ନାହିଁ’।  ଏହାବ୍ୟତୀତ ଗ୍ରାହକମାନ ଖୁସି ହୋଇ କୁକୁର ପାଇଁ ବି କିଛି ଟଙ୍କା ରଖି ଦିଅନ୍ତି।  ଟ୍ୱିଟରରେ କେନ-କୁନ୍‌ର ଫଟୋ ବି ବେଶ ଭାଇରାଲ ହେଉଛି।  କେନ-କୁନ୍‌କୁ ଉଚିତ ତାଲିମ ଦେଇ ତାଙ୍କ ମାଲିକ ବ୍ୟବସାୟିକ କାର୍ଯ୍ୟରେ ନିୟୋଜିତ କରିପାରିଥିବାରୁ ସେ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story