ଜାପାନରେ ଭୋଟଦାନ ବୟସ ୧୮କୁ ଖସିଲା

ଟୋକିଓ: ଜାପାନରେ ଭୋଟଦାନ ବୟସ ୧୮ ବର୍ଷକୁ ଖସିଲା। ଏନେଇ ସରକାର ଆଜି ଏକ ନୂଆ ଆଇନ ପାସ କରାଇଛନ୍ତି। ଫଳରେ ପ୍ରଥମ ଥର ପାଇଁ ଜାପାନରେ ୧୮ ବର୍ଷରୁ ଯୁବକ ଯୁବତୀ ମାନେ ଭୋଟ ଦେବାର ଅଧିକାର ପାଇଛନ୍ତି। ପୂର୍ବରୁ ଜାପାନରେ ଭୋଟ ଦେବା ପାଇଁ ସର୍ବନିମ୍ନ ବୟସ ୨୦ ବର୍ଷ ଥିଲା। ଏହି ନୂଆ ଆଇନ ଫଳରେ ଜାପାନର ଭୋଟରଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ ବଢ଼ିଯାଇଛି। ଆଉ ଏହି ୨୦ ଲକ୍ଷ ଭୋଟରଙ୍କ […]

japan-voting

japan-voting

Rakesh Mallick
  • Published: Wednesday, 17 June 2015
  • Updated: 04 May 2017, 03:45 PM IST

Sports

Latest News

ଟୋକିଓ: ଜାପାନରେ ଭୋଟଦାନ ବୟସ ୧୮ ବର୍ଷକୁ ଖସିଲା। ଏନେଇ ସରକାର ଆଜି ଏକ ନୂଆ ଆଇନ ପାସ କରାଇଛନ୍ତି। ଫଳରେ ପ୍ରଥମ ଥର ପାଇଁ ଜାପାନରେ ୧୮ ବର୍ଷରୁ ଯୁବକ ଯୁବତୀ ମାନେ ଭୋଟ ଦେବାର ଅଧିକାର ପାଇଛନ୍ତି। ପୂର୍ବରୁ ଜାପାନରେ ଭୋଟ ଦେବା ପାଇଁ ସର୍ବନିମ୍ନ ବୟସ ୨୦ ବର୍ଷ ଥିଲା।

ଏହି ନୂଆ ଆଇନ ଫଳରେ ଜାପାନର ଭୋଟରଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ ବଢ଼ିଯାଇଛି। ଆଉ ଏହି ୨୦ ଲକ୍ଷ ଭୋଟରଙ୍କ ବୟସ ୧୮ରୁ ୨୦ବର୍ଷ ମଧ୍ୟରେ। ଏହି ନୂଆ ଭୋଟରମାନେ ୨୦୧୬ରେ ଜାପାନ ସଂସଦର ଅପର୍ ହାଉସ୍ ହେବାକୁ ଥିବା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେବାର ସୁଯୋଗ ପାଇବେ। ତେବେ ତା ପୂର୍ବରୁ ଯଦି ସଂସଦର ଲୋୟର ହାଉସ୍ ଭାଙ୍ଗି ଯାଏ ତାହାହେଲେ ଏହି ନୂଆ ଭୋଟର ମାନଙ୍କୁ ଭୋଟ ଦେବା ପାଇଁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story