ଜାପାନରେ ବିମାନ ଦୁର୍ଘଟଣା, ୩ ମୃତ

ଟୋକିଓ: ଜାପନାର ରାଜଧାନୀ ଟୋକିଓରେ ଜନଗହଳିପୂର୍ଣ୍ଣ ସ୍ଥାନରେ ରବିବାର ସକାଳେ ବିମାନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ ଘଟିଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି ।ବିମାନଟି ଚର୍ଫୁ ଜିଲ୍ଲାର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା । ଦୁର୍ଘଟଣା ସମୟରେ ଭୂମିକମ୍ପ ହେବା ପରି ଅନୁଭୂତ ହୋଇଥିଲା ବୋଲି ସ୍ଥାନୀୟ ଅଞ୍ଚଳର ଜଣେ ୮୨ ବର୍ଷୀୟ ବୃଦ୍ଧ କହିଛନ୍ତି।

ଆହୁରି ପଢ଼ନ୍ତୁ

ଦେଶରେ ପ୍ରଥମ: ଗୋଟିଏ ଗାଁରେ ଏକାଧିକ କରୋନା ସୁପର ସ୍ପ୍ରେଡର, ମୁତୟନ ହେଲେ କମାଣ୍ଡୋ

ମୁଖ୍ୟମନ୍ତ୍ରୀ କହିଲେ, ମୁଁ ସବୁ ବିଭାଗର ମନ୍ତ୍ରୀ

ଦୈନିକ ୧୫ କିମି ରାସ୍ତା ଚାଲିଚାଲି ୩୦ ବର୍ଷ ହେଲା ଚିଠି ଦେଉଛନ୍ତି ଏହି ପୋଷ୍ଟମ୍ୟାନ୍‌

ବିକାଶ ଦୁବେ ଗିରଫ ହେବା ପରେ ଉଠିଲା ଅନେକ ପ୍ରଶ୍ନ? ଜାଣନ୍ତୁ ସେଗୁଡ଼ିକ କ’ଣ

ବିକାଶ ଦୁବେ ଆତ୍ମସମର୍ପଣ କଲା ନା ଗିରଫ ହେଲା? ପଚାରିଲେ ଅଖିଲେଶ ଯାଦବ

ଆଇଆଇଟି ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟା

‘ମୁଁ ହିଁ ବିକାଶ ଦୁବେ’ କାନପୁର ୱାଲା: କେମିତି ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୪,୮୭୯ ପଜିଟିଭ, ୪୮୭ ମୃତ

ଶେଷରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

କରୋନା ବାୟୁବାହିତ ବୋଲି ମାନିଲା ହୁ’, ଲୋକେ ଆତଙ୍କିତ

ଚାଇନାକୁ ଆମେରିକାର କଡ଼ା ଚେତାବନୀ

ସାମୟିକ ଋଣର ସୁଧ ହ୍ରାସ କଲା ଏସବିଆଇ