ଜଷ୍ଟିସ ଟି.ଏସ୍ ଠାକୁର ସୁପ୍ରିମକୋର୍ଟର ନୂଆ ମୁଖ୍ୟ ବିଚାରପତି,ଡିସେମ୍ୱର ୨ରେ ଗ୍ରହଣ କରିବେ ଦାୟିତ୍ୱ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଟିଏସ୍ ଠାକୁର। ବର୍ତ୍ତମାନ ଚିଫ୍ ଜଷ୍ଟିସ୍ ଥିବା ଏଚଏଲ୍ ଦତ୍ତୁ ୨ ଡିସେମ୍ୱରରେ ଅବସର ନେବା ପରେ ଜଷ୍ଟିସ ଠାକୁର ଦାୟତ୍ୱ ଗ୍ରହଣ କରିବେ। ଜଷ୍ଟିସ ଠାକୁରଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଔପଚାରିକତା ସମ୍ପୂର୍ଣ୍ଣ କରାଯିବା ପରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଅନୁମୋଦନ କରିଛନ୍ତି। ଜଷ୍ଟିସ ଠାକୁର ଜମ୍ମୁ-କାଶ୍ମୀର ହାଇକୋର୍ଟରେ ଦିୱାନୀ, ଫୌଜଦାରୀ,ସାମ୍ୱିଧାନିକ ଓ ନିଯୁକ୍ତି  ମାମଲା ଉପରେ ନିଜର ଓକିଲାତି କ୍ୟାରିୟର […]

Thakur

Thakur

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 03:36 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଟିଏସ୍ ଠାକୁର। ବର୍ତ୍ତମାନ ଚିଫ୍ ଜଷ୍ଟିସ୍ ଥିବା ଏଚଏଲ୍ ଦତ୍ତୁ ୨ ଡିସେମ୍ୱରରେ ଅବସର ନେବା ପରେ ଜଷ୍ଟିସ ଠାକୁର ଦାୟତ୍ୱ ଗ୍ରହଣ କରିବେ। ଜଷ୍ଟିସ ଠାକୁରଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଔପଚାରିକତା ସମ୍ପୂର୍ଣ୍ଣ କରାଯିବା ପରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଅନୁମୋଦନ କରିଛନ୍ତି।

ଜଷ୍ଟିସ ଠାକୁର ଜମ୍ମୁ-କାଶ୍ମୀର ହାଇକୋର୍ଟରେ ଦିୱାନୀ, ଫୌଜଦାରୀ,ସାମ୍ୱିଧାନିକ ଓ ନିଯୁକ୍ତି  ମାମଲା ଉପରେ ନିଜର ଓକିଲାତି କ୍ୟାରିୟର ଆରମ୍ଭ କରିଥିଲେ। ୧୭ ନଭେମ୍ୱର ୨୦୦୯ରେ ସୁପ୍ରିମକୋର୍ଟର ଜଷ୍ଟିସ ନିଯୁକ୍ତି କରାଯାଇଥିଲା। ତେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ୪ ଜାନୁଆରୀ ୨୦୧୭ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos