ଜାତିସଂଘରେ ମୋଦିଙ୍କ ଦାରିଦ୍ର ଦୂରୀକରଣ ଓ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢିବାକୁ ଆହ୍ୱାନ

ନ୍ୟୁୟର୍କ: ବିଶ୍ୱରେ ଶାନ୍ତିପୂର୍ଣ୍ଣ ସହବସ୍ଥାନ ସହ ବିକାଶ ଆମ ସମସ୍ତଙ୍କ ଲକ୍ଷ୍ୟ। ଦାରିଦ୍ର୍ୟ ହଟିଲେ ହିଁ ତାହା ସମ୍ଭବ ହୋଇପାରିବ ବୋଲି ଜାତିସଂଘର ସାଧାରଣ ପରିଷଦକୁ ସମ୍ୱୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱର ୧୩ଶହ କୋଟି ଗରିବଙ୍କ ବିକାଶ ପ୍ରତି ଦୃଷ୍ଟି ଦେବାକୁ ମୋଦି ଆହ୍ୱାନ ଦେଇଥିଲେ। ଏହି ଅବସରରେ ମୋଦି ଦାରିଦ୍ର୍ୟ ଦୂରୀକରଣ ପାଇଁ ଭାରତର ଆଭିମୁଖ୍ୟ ଓ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଭାରତ ସ୍ୱାଧୀନତା ପରଠୁ ତାର ଆଭିମୁଖ୍ୟର ଶୀର୍ଷରେ […]

modi

modi

Rakesh Mallick
  • Published: Saturday, 26 September 2015
  • Updated: 04 May 2017, 03:44 PM IST

Sports

Latest News

ନ୍ୟୁୟର୍କ: ବିଶ୍ୱରେ ଶାନ୍ତିପୂର୍ଣ୍ଣ ସହବସ୍ଥାନ ସହ ବିକାଶ ଆମ ସମସ୍ତଙ୍କ ଲକ୍ଷ୍ୟ। ଦାରିଦ୍ର୍ୟ ହଟିଲେ ହିଁ ତାହା ସମ୍ଭବ ହୋଇପାରିବ ବୋଲି ଜାତିସଂଘର ସାଧାରଣ ପରିଷଦକୁ ସମ୍ୱୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱର ୧୩ଶହ କୋଟି ଗରିବଙ୍କ ବିକାଶ ପ୍ରତି ଦୃଷ୍ଟି ଦେବାକୁ ମୋଦି ଆହ୍ୱାନ ଦେଇଥିଲେ। ଏହି ଅବସରରେ ମୋଦି ଦାରିଦ୍ର୍ୟ ଦୂରୀକରଣ ପାଇଁ ଭାରତର ଆଭିମୁଖ୍ୟ ଓ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଭାରତ ସ୍ୱାଧୀନତା ପରଠୁ ତାର ଆଭିମୁଖ୍ୟର ଶୀର୍ଷରେ ଦାରିଦ୍ର୍ୟ ଦୂରୀକରଣକୁ ରଖିଥିବାବେଳେ ଶିକ୍ଷା ଏବଂ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ସେହିପରି ଶକ୍ତି ସଂରକ୍ଷଣ ଉପରେ ମଧ୍ୟ ମୋଦି ତାଙ୍କ ଅଭିଭାଷଣରେ ଗୁରୁତ୍ୱ ଦେଇଛନ୍ତି। ସ୍ୱଳ୍ପ ଶକ୍ତି ନିର୍ଭରଶୀଳ ହେବା ପାଇଁ ନିୟମିତ ଜୀବନ ଚର୍ଯ୍ୟାରେ ପରିବର୍ତ୍ତନ ଆବଶ୍ୟକ ବୋଲି ମୋଦି କହିଛନ୍ତି। ଏଥିସହ ବିଶ୍ୱ ରାଷ୍ଟ୍ର ସମୂହ ଜଳବାୟୁ ପରିବର୍ତ୍ତନ ଅପେକ୍ଷା ଜଳାବାୟୁ ନ୍ୟାୟ ଉପରେ ଗୁରୁତ୍ୱାରୋପ କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଜାତିସଂଘର ୨୦୧୫ ପାଇଁ ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁମୋଦନ ପାଇଁ ଆୟୋଜିତ ସମାବେଶରେ ମୋଦି ଉଦବୋଧନ ଦେଇ ନିରାପତ୍ତା ପରିଷଦରେ ସଂସ୍କାର ନେଇ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story