ମିଛୁଆ ଚୀନ୍‌ର ମୁଖା ଖୋଲିଲା ନେହରୁଙ୍କ ଚିଠି

ମିଛ କହୁଛି ଚୀନ୍‌। ଥରେ ନୁହେଁ କି ଦୁଇ ଥର ନୁହେଁ ଦୀର୍ଘ ୫୮ ବର୍ଷ ହେବ କହି ଆସୁଛି ଏହି ମିଛ। ଆମେ କହୁଛୁ ସିକିମ୍‌କୁ ନେଇ ଚୀନ୍‌ କହୁଥିବା ମିଛ ସମ୍ପର୍କରେ। ୧୯୫୯ର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଲେଖିଥିବା ଚିଠିରୁ ଚୀନ୍‌ର ଏହି ମିଛ ଧରାପଡିଛି। ବ୍ରିଟିସ୍‌ ଶାସନ ସମୟରେ ସିକିମ୍‌ ସୀମାକୁ ନେଇ ଭାରତ ଓ ଭୁଟାନ ସହ ଏକ ସନ୍ଧି ହୋଇଥିବା ଚୀନ୍‌ ଦାବି କରି ଆସୁଛି। ହେଲେ ମିଳିଥିବା […]

china

china

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 12:52 PM IST

Sports

Latest News

ମିଛ କହୁଛି ଚୀନ୍‌। ଥରେ ନୁହେଁ କି ଦୁଇ ଥର ନୁହେଁ ଦୀର୍ଘ ୫୮ ବର୍ଷ ହେବ କହି ଆସୁଛି ଏହି ମିଛ। ଆମେ କହୁଛୁ ସିକିମ୍‌କୁ ନେଇ ଚୀନ୍‌ କହୁଥିବା ମିଛ ସମ୍ପର୍କରେ। ୧୯୫୯ର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଲେଖିଥିବା ଚିଠିରୁ ଚୀନ୍‌ର ଏହି ମିଛ ଧରାପଡିଛି।

ବ୍ରିଟିସ୍‌ ଶାସନ ସମୟରେ ସିକିମ୍‌ ସୀମାକୁ ନେଇ ଭାରତ ଓ ଭୁଟାନ ସହ ଏକ ସନ୍ଧି ହୋଇଥିବା ଚୀନ୍‌ ଦାବି କରି ଆସୁଛି। ହେଲେ ମିଳିଥିବା ନେହରୁଙ୍କ ଚିଠିରେ ଏ ସମ୍ପର୍କରେ କିଛି ବି ଉଲ୍ଲେଖ ନାହିଁ। ଅନ୍ୟପକ୍ଷରେ ଚିଠିରେ ଉଲ୍ଲେଖ ରହିଛି ୧୮୯୦ରେ ନେହରୁ ଚୀନ୍‌ ସହ ତିବ୍ବତ ଓ ସିକିମ୍‌ ସୀମା ସନ୍ଧିକୁ ସମର୍ଥନ କରି ନ ଥିଲେ।

ଏହି ଚିଠି ଚୀନ୍‌, ଭୁଟାନ ଓ ଭାରତର ପାହାଡି ତ୍ରିକୋଣୀୟ ଅଞ୍ଚଳରେ ବେଞ୍ଜିଂ ସହ ନୂଆଦିଲ୍ଲୀର ଥିବା ଦୀର୍ଘଦିନର ବିବାଦକୁ ସୂଚାଉଛି।

ସୂଚନାଯୋଗ୍ୟ ଚୀନ୍‌ର ବିଦେଶ ପ୍ରବକ୍ତା ଜିଙ୍ଗ ଶୁଆଙ୍ଗ କହିଥିଲେ, ୧୮୯୦ରେ ବ୍ରିଟିସ୍‌ ଶାସନ ସମୟରେ ସିକିମ୍‌ ସୀମାକୁ ନେଇ ଚୀନ୍‌ ଭାରତ ଓ ଭୁଟାନ ମଧ୍ୟରେ ସନ୍ଧି ହୋଇଥିଲା। ଏନେଇ ୧୯୫୯ ମାର୍ଚ୍ଚ ୨୨ରେ ନେହରୁଙ୍କ ପତ୍ରରେ ଉଲ୍ଲେଖ ରହିଛି। ହେଲେ ନେହରୁଙ୍କ ଚିଠି ପଦାକୁ ଆସିବା ପରେ ଚୀନ୍‌ର ଏହି ମିଛ ଧରା ପଡିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story