ପ୍ରଚାର ବେଳେ କାନ୍ଦି ପକାଇଲେ ଜୟାପ୍ରଦା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାମପୁର ଲୋକସଭା ଆସନ ପାଇଁ ଏକ ରାଲିରେ ଉଦବୋଧନ ଦେବା ବେଳେ କାନ୍ଦି ପକାଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦା। ତାଙ୍କର ରାମପୁର ଆସନ ଛାଡ଼ିବାକୁ ଇଚ୍ଛା ନଥିଲା ହେଲେ ଏସିଡ଼ ଆକ୍ରମଣ କରିବା ପାଇଁ ପ୍ରୟାସ କରାଯିବା ପରେ ରାମପୁର ଆସନ ଛାଡ଼ିଥିଲେ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଜୟା । ତେବେ ଏହି ଏସିଡ଼୍ ଆକ୍ରମଣ ପଛରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଥିଲେ […]

JAYA PRADA

JAYA PRADA

Subhransu Sekhar
  • Published: Thursday, 04 April 2019
  • Updated: 04 April 2019, 09:27 AM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାମପୁର ଲୋକସଭା ଆସନ ପାଇଁ ଏକ ରାଲିରେ ଉଦବୋଧନ ଦେବା ବେଳେ କାନ୍ଦି ପକାଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟାପ୍ରଦା। ତାଙ୍କର ରାମପୁର ଆସନ ଛାଡ଼ିବାକୁ ଇଚ୍ଛା ନଥିଲା ହେଲେ ଏସିଡ଼ ଆକ୍ରମଣ କରିବା ପାଇଁ ପ୍ରୟାସ କରାଯିବା ପରେ ରାମପୁର ଆସନ ଛାଡ଼ିଥିଲେ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଜୟା । ତେବେ ଏହି ଏସିଡ଼୍ ଆକ୍ରମଣ ପଛରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଥିଲେ ବୋଲି ସେ କହିଛନ୍ତି।

ଜୟାପ୍ରଦା ଉତ୍ତର ପ୍ରଦେଶ ରାମପୁର ଲୋକସଭା ଆସନରୁ ୨୦୦୪ ଏବଂ ୨୦୦୯ରେ ସମାଜବାଦୀ ପାର୍ଟିରୁ ଜିତିଥିଲେ। ୨୦୧୪ରେ ସପା ଛାଡ଼ିବା ପରେ ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି)ରୁ ବିନଜୋର ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଆଜମ ଖାନ ସମାଜବାଦୀ ପାର୍ଟିର ନେତା ହୋଇଥିଲେ ମଧ୍ୟ ଅମର ସିଂହଙ୍କ ଗୋଷ୍ଠୀରେ ଥିଲେ।

ସୂଚନାଯୋଗ୍ୟ ଜୟାପ୍ରଦା ବୁଧବାର ଦିନ ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଚଳିତଥର ନିର୍ବାଚନୀ ମଇଦାନରେ ପ୍ରଥମଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ପରସ୍ପରର ବିରୋଧୀ ଆଜମ ଖାନ ଓ ଜୟା ପ୍ରଦା।

ପୂର୍ବରୁ ଆଜାମ ଖାନ ଜୟା ପ୍ରଦାଙ୍କ ଉପରେ ବ୍ୟକ୍ତିଗତ ସ୍ତରରେ ବିବାଦିତ ବୟାନ ଦେଇଥିଲେ। ଜୟାଙ୍କୁ ‘ନାଚ ବାଲି’ ବୋଲି କମେଣ୍ଟ କରିଥିଲେ। ଏହାପରେ ଜୟାପ୍ରଦାଙ୍କ ଫିଲ୍ନର କିଛି ଦୃଶ୍ୟକୁ (ସମାଜ ପାଇଁ ବିବାଦିତ ଫଟୋ ଓ ଭିଡ଼ିଓ) ସିଡି କ୍ୟାସେଟ ଜରିଆରେ ଆଜମ ଖାନ ବାଣ୍ଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story