ଟିଭି ଚ୍ୟାନେଲ୍‌ ଉପରେ ଆୟକର ବିଭାଗର ଚଢଉ: ଟଙ୍କା ଅନିୟମିତତା ଅଭିଯୋଗ

  ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟକର ବିଭାଗ ପକ୍ଷରୁ ଚେନ୍ନାଇରେ ଜୟା ଟିଭି ଅଫିସ ଉପରେ ରେଡ୍। ଆୟକର ଫାଙ୍କିବା ଅଭିଯୋଗରେ ତାମିଲନାଡୁର ଜୟାଟିଭିର ମୁଖ୍ୟ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢଉ କରିଛି। ଏଥିସହ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀର ୧୮୭ଟି ସ୍ଥାନରେ ଚଢଉ କରିଛି ଆୟକର ବିଭାଗ। କମ୍ପାନୀ ଗଠନ ଓ ଟଙ୍କା କାରବାରରେ ଅନିୟମିତତା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢଉ ହୋଇଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦ୍ୱାରା ଜୟାଟିଭି […]

jaya tv

jaya tv

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 07:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟକର ବିଭାଗ ପକ୍ଷରୁ ଚେନ୍ନାଇରେ ଜୟା ଟିଭି ଅଫିସ ଉପରେ ରେଡ୍। ଆୟକର ଫାଙ୍କିବା ଅଭିଯୋଗରେ ତାମିଲନାଡୁର ଜୟାଟିଭିର ମୁଖ୍ୟ କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢଉ କରିଛି। ଏଥିସହ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀର ୧୮୭ଟି ସ୍ଥାନରେ ଚଢଉ କରିଛି ଆୟକର ବିଭାଗ। କମ୍ପାନୀ ଗଠନ ଓ ଟଙ୍କା କାରବାରରେ ଅନିୟମିତତା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢଉ ହୋଇଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦ୍ୱାରା ଜୟାଟିଭି ଆରମ୍ଭ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଶଶିକଳା ଓ ତାଙ୍କ ସମର୍ଥକମାନେ ଏହି ଟିଭିର ପରିଚାଳନା ଦାୟିତ୍ୱ ନେଇଛନ୍ତି। ଶଶିକଳାଙ୍କ ଭାଇଙ୍କ ଘରେ ମଧ୍ୟ ରେଡ୍ ହୋଇଛି ତେବେ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର କହିଛନ୍ତି ଜୟା ଟିଭିର ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story