ମୁଁ ଆଜମ୍‌ ଖାନ୍‌ଙ୍କୁ ଭାଇ କହିଲି, ସେ ମୋତେ ନାଚବାଲୀ କହିଲେ: ଜୟାପ୍ରଦା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାମପୁରରୁ ବିଜେପି ସାଂସଦ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ଜୟାପ୍ରଦା ସମାଜବାଦୀ ପାର୍ଟିର ଆଜମ୍‌ ଖାନ୍‌ଙ୍କୁ ସମାଲୋଚନା କରି କହିଛନ୍ତି, ମୁଁ ତାଙ୍କୁ ଆଜମ୍‌ ଖାନ୍ ଭାଇ ବୋଲି କହିଥିଲି। କିନ୍ତୁ ସେ ମୋତେ ନାଚବାଲୀ କହି ସମ୍ବୋଧନ କରିଥିଲେ। ଏପରି କହି ଆଜମ୍‌ ତାଙ୍କୁ ଅପମାନିତ କରିଥିବା କହିଛନ୍ତି। ଜୟାପ୍ରଦା ଆହୁରି ମଧ୍ୟ କହିଛନ୍ତି, ଆମ ଭାଇମାନେ କ’ଣ ଆମକୁ ନାଚବାଲୀ ଭଳି ଦେଖନ୍ତି? ମୁଁ ପୂର୍ବରୁ ମୁଲାୟମ ସିଂହ ଯାଦବଙ୍କ ନିକଟରେ ଅଭିଯୋଗ […]

jayaprada

jayaprada

Subrat Kumar Nayak
  • Published: Saturday, 13 April 2019
  • Updated: 13 April 2019, 05:51 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାମପୁରରୁ ବିଜେପି ସାଂସଦ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ଜୟାପ୍ରଦା ସମାଜବାଦୀ ପାର୍ଟିର ଆଜମ୍‌ ଖାନ୍‌ଙ୍କୁ ସମାଲୋଚନା କରି କହିଛନ୍ତି, ମୁଁ ତାଙ୍କୁ ଆଜମ୍‌ ଖାନ୍ ଭାଇ ବୋଲି କହିଥିଲି। କିନ୍ତୁ ସେ ମୋତେ ନାଚବାଲୀ କହି ସମ୍ବୋଧନ କରିଥିଲେ। ଏପରି କହି ଆଜମ୍‌ ତାଙ୍କୁ ଅପମାନିତ କରିଥିବା କହିଛନ୍ତି।

ଜୟାପ୍ରଦା ଆହୁରି ମଧ୍ୟ କହିଛନ୍ତି, ଆମ ଭାଇମାନେ କ’ଣ ଆମକୁ ନାଚବାଲୀ ଭଳି ଦେଖନ୍ତି? ମୁଁ ପୂର୍ବରୁ ମୁଲାୟମ ସିଂହ ଯାଦବଙ୍କ ନିକଟରେ ଅଭିଯୋଗ ଆଣିଥିଲି ମୋର ଅଶ୍ଲୀଳ ଫଟୋ ଏହି ଅଞ୍ଚଳରେ ବଣ୍ଟାଯାଉଛି। କିନ୍ତୁ ମୁଲାୟମ୍‌ କିଛି ମଧ୍ୟ ପଦକ୍ଷେପ ନେଲେନି।

୨୦୧୮ ମସିହାରେ ଜୟାପ୍ରଦା ଆଜମ୍‌ ଖାନ୍‌ଙ୍କୁ ‘ପଦ୍ମାବତ୍‌’ର ଆଲ୍ଲାଉଦ୍ଦିନ୍‌ ଖିଲଜି ଚରିତ୍ର ସହ ତୁଳନା କରିବାରୁ ସେ ତାଙ୍କୁ ନାଚବାଲୀ କହିଥିଲେ।

୨୦୦୯ ଲୋକସଭା ନିର୍ବାଚନ ସମୟରେ ଜୟାପ୍ରଦା ଅଭିଯୋଗ ଆଣି କହିଥିଲେ, "ମୋର ଅଶ୍ଲୀଳ ଫଟୋ ବାଣ୍ଟି ମୋତେ ମାନସିକ ନିର୍ଯାତନା ନିଆଯାଇଥିଲା। ମୁଁ କାନ୍ଦୁଥିଲି ଏବଂ କହୁଥିଲି ଆଉ ବଞ୍ଚିପାରିବି ନାହିଁ, ମୁଁ ଆତ୍ମହତ୍ୟା କରିବାକୁ ଚାହେଁ। ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି।"

ଅନ୍ୟପକ୍ଷେ ଜୟାପ୍ରଦାଙ୍କ ଏହି ଅଭିଯୋଗକୁ ଆଜମ୍‌ ଖାନ୍‌ ଖଣ୍ଡନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story