ଜେଡିୟୁ ଓ ବିଜେପି ମେଣ୍ଟରେ ଫାଟ, ପରସ୍ପରର ଇଫତାର ପାର୍ଟିକୁ ଗଲେନି

ପାଟନା: କେନ୍ଦ୍ରରେ ମୋଦିଙ୍କ ଦ୍ୱିତୀୟ ସରକାର ଗଢ଼ା ହେବାର ଠିକ ପରେ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ଏହାକୁ ନେଇ ଏବେ ବିଜେପି-ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଉଭୟ ଦଳ ସବୁ ଠିକଠାକ୍ ଚାଲିଥିବା କହୁଥିବା ବେଳେ ବାସ୍ତବରେ କିନ୍ତୁ ମତଭେଦ ଥିବା ଦେଖିବାକୁ ମିଳିଛି। ଗତକାଲି ଜେଡିୟୁ ପକ୍ଷରୁ ଇଫତାର ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ କିନ୍ତୁ ବିଜେପି ବିଧାୟକ ଓ ନେତା ଯୋଗ ଦେଇନଥିବା ଜଣାପଡ଼ିଛି। […]

NITISH KUMAR (1)

NITISH KUMAR (1)

Subhransu Sekhar
  • Published: Monday, 03 June 2019
  • Updated: 03 June 2019, 02:43 PM IST

Sports

Latest News

ପାଟନା: କେନ୍ଦ୍ରରେ ମୋଦିଙ୍କ ଦ୍ୱିତୀୟ ସରକାର ଗଢ଼ା ହେବାର ଠିକ ପରେ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ଏହାକୁ ନେଇ ଏବେ ବିଜେପି-ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଉଭୟ ଦଳ ସବୁ ଠିକଠାକ୍ ଚାଲିଥିବା କହୁଥିବା ବେଳେ ବାସ୍ତବରେ କିନ୍ତୁ ମତଭେଦ ଥିବା ଦେଖିବାକୁ ମିଳିଛି।

ଗତକାଲି ଜେଡିୟୁ ପକ୍ଷରୁ ଇଫତାର ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ କିନ୍ତୁ ବିଜେପି ବିଧାୟକ ଓ ନେତା ଯୋଗ ଦେଇନଥିବା ଜଣାପଡ଼ିଛି। ସେହିପରି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଦ୍ୱାରା ଆୟୋଜିତ ଇଫତାର ପାର୍ଟିରେ ଜେଡିୟୁ ବିଧାୟକ ଯୋଗ ଦେଇନଥିବା ଜଣାପଡ଼ିଛି।

ଅନ୍ୟପଟେ ଆରଜେଡି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ଦ୍ୱାରା ଆୟୋଜିତ ଇଫତାର ପାର୍ଟିରେ ମହାମେଣ୍ଟର ସମସ୍ତ ଦଳର ନେତା ଯୋଗ ଦେଇଥିଲେ।

୩୦ରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ। ଏଥିରେ ଜେଡିୟୁକୁ ମାତ୍ର ଗୋଟିଏ କ୍ୟାବିନେଟ ପାହ୍ୟା ମନ୍ତ୍ରିପଦ ମିଳିବାରୁ ନୀତୀଶ କୁମାର ଅସନ୍ତୋଷ ପ୍ରକାଶ କରି ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇନଥିଲେ। ଏହାପରେ ଗତକାଲି ଯେସାକୁ ତେସା ନୀତିରେ ନୀତୀଶ କୁମାର ନଜ ଦଳର ୮ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ଏବଂ କହିଥିଲେ ଆଗାମୀ ଭବିଷ୍ୟତରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story