ଜେଲରେ ରହି ଟିକେଟ ବାଣ୍ଟୁଛନ୍ତି ଲାଲୁ!

ପାଟନା (ବିହାର): ଗୋଖାଦ୍ୟ ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଚଳିତ ନିର୍ବାଚନ ପାଇଁ ଟିକେଟ ବାଣ୍ଟୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଜେଡିୟୁ। ନିର୍ବାଚନ କମିଶନରଙ୍କୁ ଜେଡିୟୁ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି ଯେ ଜଣେ ଦୁର୍ନୀତିଗ୍ରସ୍ତ ନେତା ଜେଲରେ ଥିବା ବେଳେ ଦଳୀୟ ଟିକେଟ ବାଣ୍ଟୁଛି, ଏଥିପାଇଁ ନିର୍ବାଚନ କମିଶନଙ୍କ ଅନୁମୋଦନ ନିଆଯାଇଛି କି ନାହିଁ? ଯଦି ନୁହେଁ, ତାହେଲେ […]

LALU YADAV

LALU YADAV

Subhransu Sekhar
  • Published: Friday, 19 April 2019
  • Updated: 19 April 2019, 03:06 PM IST

Sports

Latest News

ପାଟନା (ବିହାର): ଗୋଖାଦ୍ୟ ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଚଳିତ ନିର୍ବାଚନ ପାଇଁ ଟିକେଟ ବାଣ୍ଟୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଜେଡିୟୁ।
ନିର୍ବାଚନ କମିଶନରଙ୍କୁ ଜେଡିୟୁ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି ଯେ ଜଣେ ଦୁର୍ନୀତିଗ୍ରସ୍ତ ନେତା ଜେଲରେ ଥିବା ବେଳେ ଦଳୀୟ ଟିକେଟ ବାଣ୍ଟୁଛି, ଏଥିପାଇଁ ନିର୍ବାଚନ କମିଶନଙ୍କ ଅନୁମୋଦନ ନିଆଯାଇଛି କି ନାହିଁ? ଯଦି ନୁହେଁ, ତାହେଲେ ନିର୍ବାଚନ କମିଶନ ଏହାକୁ ବେଆଇନ ବୋଲି ଘୋଷଣା କରିବା ପାଇଁ ଦାବି କରିଛି ଜେଡିୟୁ। ଏଥିସହ ଜେଲରେ ଲାଲୁଙ୍କ ସହ ନେତାଙ୍କ ଭେଟଘାଟକୁ ନେଇ ପ୍ରଶ୍ନ ଉଠାଇଛି ବିହାରର ଶାସକ ଦଳ। ଜେଲ ନିୟମାବଳୀ ଅନୁଯାୟୀ ଜଣେ ସଜା କାଟୁଥିବା ବ୍ୟକ୍ତି ରାଜନୀତିକ ଭୂମିକାରେ ରହିପାରିବ ନାହିଁ, ହେଲେ ନେତା ମାନେ କିଭଳି ଲାଲୁଙ୍କୁ ଭେଟି ତାଙ୍କର ଦସ୍ତଖତ ଆଣୁଛନ୍ତି ବୋଲି ଜେଡିୟୁ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।
ସେହିପରି ଜେଲରେ ଥିବା ଲାଲୁ କିପରି ଟ୍ୱିଟ୍ କରୁଛନ୍ତି? ଯଦି ଅନ୍ୟ କେହି ତାଙ୍କ ପାଇଁ ଟ୍ୱିଟ୍ କରୁଛି, ତାହେଲେ ଲାଲୁଙ୍କ ସହ ସେ ବ୍ୟକ୍ତି କିଭଳି ଯୋଗାଯୋଗ କରୁଛନ୍ତି ବୋଲି ଜେଡ଼ିୟୁ ମୁଖପାତ୍ର ନିରଜ କୁମାର ପ୍ରଶ୍ନ କରିଛନ୍ତି। କାରଣ ତାଙ୍କ ଆକାଉଣ୍ଟ ଦ୍ବାରା ଟ୍ୱିଟ୍  କରାଯାଇ ରାଜନୀତିକ ଏଜେଣ୍ଡା ପ୍ରସ୍ତୁତ ହେଉଛି ଯାହାକି ଜଣେ ଜେଲରେ ସଜା କାଟୁଥିବା ବେଳେ କରୁଛି। ତେଣୁ ଲାଲୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡେଡିୟୁ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story