'୬ ମାସରେ ନୀତୀଶ ସରକାର ଭାଙ୍ଗିଯିବ'

ପାଟଣା: ବିହାର ରାଜନୀତିର ପାଣିପାଗ କେତେବେଳେ କେଉଁ ମୋଡ଼ ନେଉଛି ଜଣାପଡୁନି। ନିକଟରେ କଂଗ୍ରେସର କିଛି ବିଧାୟକ ଜେଡିୟୁରେ ମିଶିବେ ବୋଲି ସୂଚନା ମିଳିଥିଲା। ଏବେ ଖୋଦ୍ ଶାସକ ଦଳ ଜେଡିୟୁର ବିଧାୟକ କହିଛନ୍ତି ୬ ମାସ ମଧ୍ୟରେ ସରକାର ଭାଙ୍ଗିଯିବ। ଯାହାକୁ ନେଇ ବିହାର ରାଜନୀତି ସରଗରମ। କହିବାକୁ ଗଲେ କେତେବେଳେ କେଉଁଦଳ କାହାକୁ ସମର୍ଥନ କରିବ ତାହା କହିବା କାଠିକର ହେବ। ନିଜ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାଗଲପୁରର ଗୋପାଳପୁର ଜେଡିୟୁ […]

jdu-mla

jdu-mla

Subhransu Sekhar
  • Published: Friday, 08 January 2021
  • Updated: 08 January 2021, 02:47 PM IST

Sports

Latest News

ପାଟଣା: ବିହାର ରାଜନୀତିର ପାଣିପାଗ କେତେବେଳେ କେଉଁ ମୋଡ଼ ନେଉଛି ଜଣାପଡୁନି। ନିକଟରେ କଂଗ୍ରେସର କିଛି ବିଧାୟକ ଜେଡିୟୁରେ ମିଶିବେ ବୋଲି ସୂଚନା ମିଳିଥିଲା। ଏବେ ଖୋଦ୍ ଶାସକ ଦଳ ଜେଡିୟୁର ବିଧାୟକ କହିଛନ୍ତି ୬ ମାସ ମଧ୍ୟରେ ସରକାର ଭାଙ୍ଗିଯିବ। ଯାହାକୁ ନେଇ ବିହାର ରାଜନୀତି ସରଗରମ। କହିବାକୁ ଗଲେ କେତେବେଳେ କେଉଁଦଳ କାହାକୁ ସମର୍ଥନ କରିବ ତାହା କହିବା କାଠିକର ହେବ।

ନିଜ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭାଗଲପୁରର ଗୋପାଳପୁର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ କହିଛନ୍ତି ଆଗାମୀ ୬ ମଧ୍ୟରେ ସରକାର ଭାଙ୍ଗିଯିବ। ନୀତୀଶ ମୁଖ୍ୟମନ୍ତ୍ରୀ ଆସନ ହରାଇବେ। ଆରଜେଡି ବିଧାୟକ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବେ।

ସୂଚନାଯୋଗ୍ୟ, ବିହାରରେ ଏନଡିଏ ସରକାର ରହିଛି। ଏନିଡିଏ ଛାଡ଼ି ମହାମେଣ୍ଟରେ ସାମିଲ୍ ହେବା ପାଇଁ ନୀତୀଶଙ୍କୁ ଆହ୍ୱାନ କରିଛି ଆରଜେଡି। ସେହିପରି ବିଧାନସଭା ନିର୍ବାଚନରେ ୧୯ଟି ଆସନରେ ବିଜୟୀ ହୋଇଥିବା କଂଗ୍ରେସର ୧୧ ବିଧାୟକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ବିଧାନସଭା ନିର୍ବାଚନରେ ଆରଜେଡି ୭୫, ବିଜେପି ୭୪, ଜେଡିୟୁ ୪୩ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୯ଟି ଏବଂ ଅନ୍ୟାନ୍ୟ ଦଳ ବାକି ଆସନରେ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story