ଆଇଆଇଟି କାନପୁର କରିବ ଜେଇଇ ଆଡଭାନ୍ସଡ୍ ପରୀକ୍ଷା

ନୂଆଦିଲ୍ଲୀ: ୨୦୧୮ରୁ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଆୟୋଜନ କରିବ ଆଇଆଇଟି କାନପୁର।  ଆସନ୍ତା ମେ’ ୨୦ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା କରିବାକୁ ନେଇ ତାରିଖ ସ୍ଥିର ହୋଇଛି।  ଏଥିଲାଗି ଜେଇଇ ‌ଆଡଭାନ୍ସଡ୍ ୨୦୧୮ ୱେବ୍‌ସାଇଟ୍ ଆରମ୍ଭ କରାଯାଇଛି।  ଜଏଣ୍ଟ ଆଡମିଶନ ବୋର୍ଡ ପକ୍ଷରୁ ଏହି ୱେବ୍‌ସାଇଟ୍ ଆରମ୍ଭ ହୋଇଛି।    IIT, NIT, IIIT ଏବଂ ISM ଭଳି ନାମି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ହେଲେ ଜେଇଇ ଆଡଭାନ୍ସଡ୍ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ। ପରୀକ୍ଷା ପାଇଁ […]

p11

p11

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 05:13 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୮ରୁ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଆୟୋଜନ କରିବ ଆଇଆଇଟି କାନପୁର।  ଆସନ୍ତା ମେ’ ୨୦ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା କରିବାକୁ ନେଇ ତାରିଖ ସ୍ଥିର ହୋଇଛି।  ଏଥିଲାଗି ଜେଇଇ ‌ଆଡଭାନ୍ସଡ୍ ୨୦୧୮ ୱେବ୍‌ସାଇଟ୍ ଆରମ୍ଭ କରାଯାଇଛି।  ଜଏଣ୍ଟ ଆଡମିଶନ ବୋର୍ଡ ପକ୍ଷରୁ ଏହି ୱେବ୍‌ସାଇଟ୍ ଆରମ୍ଭ ହୋଇଛି।    IIT, NIT, IIIT ଏବଂ ISM ଭଳି ନାମି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ହେଲେ ଜେଇଇ ଆଡଭାନ୍ସଡ୍ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ।

ପରୀକ୍ଷା ପାଇଁ ଆଇଆଇଟି କାନପୁର ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତି, ଖାତାଦେଖା ସହ ଫଳାଫଳ ପ୍ରକାଶ କରାଯିବ।  ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଅନଲାଇନରେ ହେବ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ।  ତେବେ ପୂର୍ବଭଳି ଜେଇଇ ମେନ ପ୍ରବେଶିକା ପରୀକ୍ଷା ସିବିଏସଇି ହିଁ ଆୟୋଜନ କରିବ ।  ଜେଇଇ ମେନ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସଡ୍ ଦେବାକୁ ଯୋଗ୍ୟ ବିବେଚିତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos