ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜୈଶ ଆତଙ୍କୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପୱାଡ଼ାର ହିଣ୍ଡୱାରା ଠାରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ପାକିସ୍ତାନରେ ସକ୍ରିୟ ଥିବେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଜଣେ ସଦସ୍ୟ ନିହତ ହୋଇଛି। ତା’ ନିକଟରୁ ପୁଲିସ୍‌ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ-୪୭ ଜବତ କରିଛି। ମୃତ ଆତଙ୍କବାଦୀ ଜଣଙ୍କ ପାକିସ୍ତାନ ନାଗରିକ ଓ ତା’ ନାଁ ଅନୱର ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ହିଣ୍ଡ‌ୱାରା ସ୍ଥିତ କର୍ଲାଗୁଣ୍ଡ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା […]

e

e

Hemant Lenka
  • Published: Thursday, 07 March 2019
  • Updated: 07 March 2019, 08:44 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପୱାଡ଼ାର ହିଣ୍ଡୱାରା ଠାରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ପାକିସ୍ତାନରେ ସକ୍ରିୟ ଥିବେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଜଣେ ସଦସ୍ୟ ନିହତ ହୋଇଛି। ତା’ ନିକଟରୁ ପୁଲିସ୍‌ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ-୪୭ ଜବତ କରିଛି। ମୃତ ଆତଙ୍କବାଦୀ ଜଣଙ୍କ ପାକିସ୍ତାନ ନାଗରିକ ଓ ତା’ ନାଁ ଅନୱର ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ହିଣ୍ଡ‌ୱାରା ସ୍ଥିତ କର୍ଲାଗୁଣ୍ଡ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚଅପରେସନ ଆରମ୍ଭ ହୋଇଥିଲା।

ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ଜୈଶ ଆତଙ୍କୀ ଅନୱରର ମୃତ୍ୟୁ ଘଟିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story