ଝେଲମ୍‌ ଏକ୍ସପ୍ରେସ୍‌ର ୧୦ଟି ବଗି ଲାଇନ୍‌ଚ୍ୟୁତ୍‌, ୨ ଆହତ

ଅମୃତସର: ଆଜି ଭୋରରେ ଫିଲ୍ଲୋର ନିକଟରେ ଝେଲମ୍‌ ଏକ୍ସପ୍ରେସ୍‌ର ୧୦ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ଫଳରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଲୁଧିଆନା ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେଳ ଧାରଣାରୁ ବାହାରି ଯାଇଥିବା ବଗି ଗୁଡ଼ିକୁ କାଟି ବାହାର କରି ଦିଆଯାଇଥିଲା। ତା’ପରେ ଅନ୍ୟ ବଗିଗୁଡ଼ିକୁ ନେଇ ଟ୍ରେନ୍‌ଟି ପୁନେ ଅଭିମୁଖେ ଯାତ୍ରା କରିଥିଲା। ରେଳବାଇର ଫିରୋଜରପୁର ଡିଭିଜନ୍‌ର ପ୍ରବନ୍ଧକ ଅନୁଜ ପ୍ରକାଶ କହିଛନ୍ତି,“ଏହି ଦୁର୍ଘଟଣା ଭୋର ପ୍ରାୟ ୩ଟା ବେଳେ  ଫିଲ୍ଲୋର […]

jhelum-express

jhelum-express

Rakesh Mallick
  • Published: Tuesday, 04 October 2016
  • Updated: 04 October 2016, 12:08 PM IST

jhelum-expressଅମୃତସର: ଆଜି ଭୋରରେ ଫିଲ୍ଲୋର ନିକଟରେ ଝେଲମ୍‌ ଏକ୍ସପ୍ରେସ୍‌ର ୧୦ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ଫଳରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଲୁଧିଆନା ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରେଳ ଧାରଣାରୁ ବାହାରି ଯାଇଥିବା ବଗି ଗୁଡ଼ିକୁ କାଟି ବାହାର କରି ଦିଆଯାଇଥିଲା। ତା’ପରେ ଅନ୍ୟ ବଗିଗୁଡ଼ିକୁ ନେଇ ଟ୍ରେନ୍‌ଟି ପୁନେ ଅଭିମୁଖେ ଯାତ୍ରା କରିଥିଲା।

ରେଳବାଇର ଫିରୋଜରପୁର ଡିଭିଜନ୍‌ର ପ୍ରବନ୍ଧକ ଅନୁଜ ପ୍ରକାଶ କହିଛନ୍ତି,“ଏହି ଦୁର୍ଘଟଣା ଭୋର ପ୍ରାୟ ୩ଟା ବେଳେ  ଫିଲ୍ଲୋର ନିକଟରେ ହୋଇଥିଲା। ଟ୍ରେନ୍‌ଟି ଜମ୍ମୁରୁ ପୁନେ ଯାଉଥିଲା।”

ଏହି ଦୁର୍ଘଟଣାରେ ବଡ଼ ଧରଣର କ୍ଷୟକ୍ଷତି ଘଟିଥିବା ସୂଚନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story