ଝେଲମ୍‌ ଏକ୍ସପ୍ରେସ୍‌ର ୧୦ଟି ବଗି ଲାଇନ୍‌ଚ୍ୟୁତ୍‌, ୨ ଆହତ

jhelum-expressଅମୃତସର: ଆଜି ଭୋରରେ ଫିଲ୍ଲୋର ନିକଟରେ ଝେଲମ୍‌ ଏକ୍ସପ୍ରେସ୍‌ର ୧୦ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ଫଳରେ ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଲୁଧିଆନା ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରେଳ ଧାରଣାରୁ ବାହାରି ଯାଇଥିବା ବଗି ଗୁଡ଼ିକୁ କାଟି ବାହାର କରି ଦିଆଯାଇଥିଲା। ତା’ପରେ ଅନ୍ୟ ବଗିଗୁଡ଼ିକୁ ନେଇ ଟ୍ରେନ୍‌ଟି ପୁନେ ଅଭିମୁଖେ ଯାତ୍ରା କରିଥିଲା।

ରେଳବାଇର ଫିରୋଜରପୁର ଡିଭିଜନ୍‌ର ପ୍ରବନ୍ଧକ ଅନୁଜ ପ୍ରକାଶ କହିଛନ୍ତି,“ଏହି ଦୁର୍ଘଟଣା ଭୋର ପ୍ରାୟ ୩ଟା ବେଳେ  ଫିଲ୍ଲୋର ନିକଟରେ ହୋଇଥିଲା। ଟ୍ରେନ୍‌ଟି ଜମ୍ମୁରୁ ପୁନେ ଯାଉଥିଲା।”

ଏହି ଦୁର୍ଘଟଣାରେ ବଡ଼ ଧରଣର କ୍ଷୟକ୍ଷତି ଘଟିଥିବା ସୂଚନା ନାହିଁ।

ଆହୁରି ପଢ଼ନ୍ତୁ

‘ସୁଶାନ୍ତଙ୍କ ବାପା ଦ୍ୱିତୀୟ ବିବାହ କରିଥିବାରୁ ବାପ-ପୁଅଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା’

ଅନଲାଇନ୍ ଗଣିତ ପଢ଼ାଇ ହୃଦୟ ଜିତୁଛନ୍ତି ୮୧ ବର୍ଷୀୟ ଗଣିତ ଶିକ୍ଷୟିତ୍ରୀ

ବିମାନ ବନ୍ଦରରେ ହଟହଟା ହେଲେ କାନିମୋଝୀ

ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ପିଛା ଛାଡ଼ୁନି ଇଡି, ଖୁବଶୀଘ୍ର ବାପ-ଝିଅଙ୍କୁ ହେବ ମୁହାଁମୁହିଁ ଜେରା

ଭଗବାନ ରାମଙ୍କ ପରେ ବୁଦ୍ଧଙ୍କୁ ନେଇ ନୂଆ ବିବାଦ କଲା ନେପାଳ

ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ସୁଶାନ୍ତ ସିଂହ ଓ ତାଙ୍କ ବାପାଙ୍କ ସହ ସମ୍ପର୍କ ଠିକ୍ ନଥିଲା: ଶିବସେନା