ଦେଶରେ କେଉଁ ଟେଲିକମ୍ କମ୍ପାନୀ ପାଖରେ ରହିଛନ୍ତି ଅଧିକ ଗ୍ରାହକ?

ନୂଆଦିଲ୍ଲୀ: ଦେଶରେ ଏବେ ତିନି ଘରୋଇ ଟେଲିକମ କମ୍ପାନୀ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ସେବା ଜାରି ରଖିଛନ୍ତି। ମାର୍ଚ୍ଚ ମାସ ଶେଷରୁ ଦେଶରେ କରୋନା ମହାମାରୀ ପାଇଁ ଶଟଡାଉନ୍ ଏବଂ ଲକଡାଉନ୍ ଅଗଷ୍ଚ ଯାଏ ରହିଥିଲା। ଏହି ସମୟରେ ଅନେକ ବ୍ୟବସାୟ କ୍ଷତିରେ ରହିଥିଲା। ହେଲେ ଟେଲିକମ କମ୍ପାନୀଙ୍କ ବ୍ୟବସାୟ ପୂର୍ବଭଳି ଜାରି ରହିଥିବା ଟେଲିକମ ରେଗୁଲରଟୀ ଅଥରଟି ରିପୋର୍ଟରୁ ଜଣାପଡ଼ିଛି। କାରଣ ଘରେ ରହିବା ବେଳେ ଅଧିକାଂଶ ଲୋକଙ୍କ ଡିମାଣ୍ଡ ଇଣ୍ଟରନେଟ୍ ଏବଂ ମୋବାଇଲ୍ […]

vodafone-vs-jio-vs-airtel-vs-bsnl

vodafone-vs-jio-vs-airtel-vs-bsnl

Subhransu Sekhar
  • Published: Tuesday, 13 October 2020
  • Updated: 13 October 2020, 12:20 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଏବେ ତିନି ଘରୋଇ ଟେଲିକମ କମ୍ପାନୀ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ସେବା ଜାରି ରଖିଛନ୍ତି। ମାର୍ଚ୍ଚ ମାସ ଶେଷରୁ ଦେଶରେ କରୋନା ମହାମାରୀ ପାଇଁ ଶଟଡାଉନ୍ ଏବଂ ଲକଡାଉନ୍ ଅଗଷ୍ଚ ଯାଏ ରହିଥିଲା। ଏହି ସମୟରେ ଅନେକ ବ୍ୟବସାୟ କ୍ଷତିରେ ରହିଥିଲା। ହେଲେ ଟେଲିକମ କମ୍ପାନୀଙ୍କ ବ୍ୟବସାୟ ପୂର୍ବଭଳି ଜାରି ରହିଥିବା ଟେଲିକମ ରେଗୁଲରଟୀ ଅଥରଟି ରିପୋର୍ଟରୁ ଜଣାପଡ଼ିଛି। କାରଣ ଘରେ ରହିବା ବେଳେ ଅଧିକାଂଶ ଲୋକଙ୍କ ଡିମାଣ୍ଡ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସଂଯୋଗ ଉପରେ ରହିଥିଲା। ଅଧିକାଂଶ ଲୋକ ଘରେ ରହି ମଧ୍ୟ ଅଫିସ କାମ କରୁଥିବାରୁ ବ୍ରଡ଼ବ୍ରାଣ୍ଡ ସଂଯୋଗ ବଢ଼ିଛି।

ଏହାରି ଭିତରେ ଜୁଲାଇ ମାସର ରିପୋର୍ଟ ଜାରି କରିଛି ଟ୍ରାଇ। ସୋମବାର ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ପ୍ରଥମ ମୋବାଇଲ୍ ସେବା ପ୍ରଦାନକାରୀ ହୋଇପାରିଛି। ଯିଏକି ଦେଶରେ ୪୦ କୋଟି ଗ୍ରାହକ ଛୁଇଁପାରିଛି।

ଜୁନରେ ଦେଶରେ ମୋଟ୍ ଟେଲିକମ୍ (ମୋବାଇଲ୍ ଓ ଫିକ୍ସଡ ଲାଇନ୍) ଗ୍ରାହକ ସଂଖ୍ୟା ୧୧୬ କୋଟି ଥିବା ବେଳେ ଜୁଲାଇରେ ଏହି ସଂଖ୍ୟା ୧୧୬.୪ କୋଟିକୁ ବୃଦ୍ଧି ପାଇଛି। ତେବେ ଦେଶରେ ମୋବାଇଲ୍ ଫୋନ୍ ସଂଯୋଗ ଜୁଲାଇରେ ୧୧୪.୪ କୋଟି ଥିବା ବେଳେ ଜୁନରେ ଏହି ସଂଖ୍ୟା ୧୧୪ କୋଟି ଥିଲା। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ମାସିକ ଗ୍ରାହକ ରିପୋର୍ଟ ଅନୁଯାୟୀ ଏହି ସୂଚନା ମିଳିଛି। ତେବେ ଦୀର୍ଘ ବର୍ଷ ପରେ ଫିକ୍ସଡ୍ ଲାଇନ୍ ସଂଯୋଗ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ୧,୯୮,୨୦,୪୧୯ ରେ ପହଞ୍ଚିଛି।

ପବ୍ଲିକ୍ ସେକ୍ଟର ଟେଲିକମ୍ କମ୍ପାନୀ ବିଏସଏନଏଲ ଏବଂ ଏମଟିଏନଏଲ କ୍ଷତି ସହୁଥିବା ବେଳେ ଘରୋଇ ସଂସ୍ଥା ରିଲାଏନ୍ସ କମ୍ୟୁନିକେସନ୍ ଏବଂ ଟାଟା ଟେଲି ସର୍ଭିସେସ୍ ଫିକ୍ସଡ୍ ଲାଇନ୍ ଗ୍ରାହକ ସଂଖ୍ୟା ବଢ଼ାଇବାରେ ଲାଗିଛନ୍ତି। ସାଧାରଣତଃ ବିଏସଏନଏଲ ଫିକ୍ସଡ ଲାଇନ୍ ପାଇଁ ପୂର୍ବରୁ ଲୋକପ୍ରିୟ ଥିଲା।

ରିଲାଏନ୍ସ ଜିଓ ବର୍ତ୍ତମାନ ଭାରତର ମୋବାଇଲ୍ ବଜାରରେ ୩୫.୦୩ ପ୍ରତିଶତ ବଜାର ଅଂଶ ସହିତ ୪୦,୦୮,୦୩,୮୧୯ ଗ୍ରାହକ ଜୁଟାଇବାରେ ସଫଳ ହୋଇଛି।

ଭାରତ ଏୟାରଟେଲ ଏବଂ ବିଏସଏନଏଲ ଜୁଲାଇରେ ଯଥାକ୍ରମେ ୩୨.୬ ଲକ୍ଷ ଏବଂ ୩.୮୮ ଲକ୍ଷ ମୋବାଇଲ ଗ୍ରାହକ ଯୋଡିଛନ୍ତି। ତେବେ ଭୋଡାଫୋନ୍ ଆଇଡିଆ ୩୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଛନ୍ତି। ଏମଟିଏନଏଲ ମଧ୍ୟ ୫,୪୫୭ ମୋବାଇଲ୍ ଗ୍ରାହକ ହରାଇଛି।

ମୋବାଇଲ୍ ସେଗମେଣ୍ଟ ଦ୍ୱାରା ପରିଚାଳିତ ବ୍ରଡବ୍ୟାଣ୍ଡ ସଂଯୋଗ, ଜୁନରେ ୬୯.୮୨ କୋଟି ଥିବା ବେଳେ ଜୁଲାଇରେ ଏହା ୧.୦୩ ପ୍ରତିଶତ ବୃଦ୍ଧି ପାଇ ୭୦.୫୪ କୋଟିରେ ପହଞ୍ଚିଛି।

ଟ୍ରାଇ ରିପୋର୍ଟରେ କୁହାଯାଇଛି ଯେ ଜୁଲାଇ ଶେଷ ସୁଦ୍ଧା ଶ୍ରେଷ୍ଠ ପାଞ୍ଚଟି ସେବା ପ୍ରଦାନକାରୀ ମୋଟ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ୯୮.୯୧ ପ୍ରତିଶତ ବଜାର ଅକ୍ତିଆର କରିଛନ୍ତି। ରିଲାଏନ୍ସ ଜିଓରେ ୪୦.୧୯ କୋଟି ବ୍ରଡବ୍ୟାଣ୍ଡ ଗ୍ରାହକ, ଏୟାରଟେଲ ୧୫.୫୭ କୋଟି, ଭୋଡାଫୋନ୍ ଆଇଡିଆ ୧୧.୫୨ କୋଟି, ବିଏସଏନଏଲ ୨.୩ କୋଟି ଏବଂ ଅଟରିଆ କନଭର୍ଜେନ୍ସ ୧୬.୯ ଲକ୍ଷ ଗ୍ରାହକ ଜୁଲାଇରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story