ଜିଓ ଆଣିଲା ସୁବିଧା, ଏବେ ସିଧାସଳଖ ଅମିତାଭଙ୍କ ସହ କଥା ହୋଇପାରିବେ

ନୂଆଦିଲ୍ଲୀ: ଡିଜିଟାଲ କ୍ଷେତ୍ରରେ ରିଲାଏନ୍ସ ଜିଓ ଆଣିଲା ଆଉ ଏକ ହାଇଟେକ୍‌ ସେବା । ଏଣିକି ଆପଣ ସିଧାସଳଖ ନିଜ ପସନ୍ଦର ଷ୍ଟାରଙ୍କ ସହ କଥା ହୋଇପାରିବେ।  ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ପକ୍ଷରୁ ବିଶ୍ୱର ପ୍ରଥମ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ(AI)  ଭିତ୍ତିକ ବ୍ରାଣ୍ଡ ଏନ୍‌ଗେଜ୍‌ ପ୍ଲାଟ୍‌ଫର୍ମ୍‌ ଜିଓ ଇଣ୍ଟରାକ୍ଟିଭ୍‌କୁ ଉନ୍ମୋଚନ କରାଯାଇଛି।  ଏହାର ସେବା ଭାବେ  ସେଲିବ୍ରେଟିକୁ ନେଇ ଭିଡିଓ କଲ୍‌ ଆରମ୍ଭ କରିପାରିବେ ୟୁଜର।  ଏଥିଲାଗି କମ୍ପାନୀ ବଲିଉଡ ଅଭିନେତା ଅଭିତାଭ ସହ ମିଳିତ ହୋଇଛି। ଅଭିତାଭ […]

36853-bigb-jio copy

36853-bigb-jio copy

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 02:11 PM IST

Sports

Latest News

ନୂଆଦିଲ୍ଲୀ: ଡିଜିଟାଲ କ୍ଷେତ୍ରରେ ରିଲାଏନ୍ସ ଜିଓ ଆଣିଲା ଆଉ ଏକ ହାଇଟେକ୍‌ ସେବା । ଏଣିକି ଆପଣ ସିଧାସଳଖ ନିଜ ପସନ୍ଦର ଷ୍ଟାରଙ୍କ ସହ କଥା ହୋଇପାରିବେ।  ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ପକ୍ଷରୁ ବିଶ୍ୱର ପ୍ରଥମ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ(AI)  ଭିତ୍ତିକ ବ୍ରାଣ୍ଡ ଏନ୍‌ଗେଜ୍‌ ପ୍ଲାଟ୍‌ଫର୍ମ୍‌ ଜିଓ ଇଣ୍ଟରାକ୍ଟିଭ୍‌କୁ ଉନ୍ମୋଚନ କରାଯାଇଛି।  ଏହାର ସେବା ଭାବେ  ସେଲିବ୍ରେଟିକୁ ନେଇ ଭିଡିଓ କଲ୍‌ ଆରମ୍ଭ କରିପାରିବେ ୟୁଜର।  ଏଥିଲାଗି କମ୍ପାନୀ ବଲିଉଡ ଅଭିନେତା ଅଭିତାଭ ସହ ମିଳିତ ହୋଇଛି। ଅଭିତାଭ ତାଙ୍କ କମେଡି ଡ୍ରାମା ୧୦୨ ନଟ୍‌ ଆଉଟ୍‌ ଏହା ଜରିଆରେ ପ୍ରଚାର କରିବେ। ଆସନ୍ତା ସପ୍ତାହ ମଧ୍ୟରେ କମ୍ପାନୀ ପକ୍ଷରୁ ଭିଡିଓ କଲ୍‌ ସେଣ୍ଟର, ଭିଡିଓ କ୍ୟାଟଲଗ୍‌ ଓ ଭର୍ଚୁଆଲସୋରୁମ୍‌ ପରି ସେବାର ଆରମ୍ଭ କରିବ।

ଜିଓ ଭିଡିଓ କଲ୍‌ ଜିଓ ଇଣ୍ଟରାକ୍ଟର ପ୍ରଥମ ସେବା । ଏହି ସେବା ଦ୍ୱାରା କମ୍ପାନୀର ଗ୍ରାହକ ନିଜ ସେଲିବ୍ରେଟି  ଅମିତାଭଙ୍କୁ ଦିନ ସମୟରେ ଭିଡିଓ କଲ୍‌ କରିପାରିବେ। ସେମାନେ ଅଭିତାଭଙ୍କୁ ତାଙ୍କ ସିନେମା ସମ୍ପର୍କରେ ପ୍ରଶ୍ନ ପଚାରିପାରିବେ।

କିପରି କରିବେ ଜିଓ ଭିଡିଓ କଲ୍‌

ଜିଓ ଇଣ୍ଟରଆକ୍ଟକୁ ଅନୁଭବ କରିବା ଲାଗି ପ୍ରଥମେ ମାଇ ଜିଓ ଆପ୍‌କୁ ଡାଉନ୍‌ଲୋଡ୍‌ କରନ୍ତୁ।

୨. my jio ଆପ୍‌ ଭିତରେ ମାଇ ଜିଓ ଇଣ୍ଟରଆକ୍ଟ ଆଇକନ୍‌ ଉପରେ କ୍ଲିକ୍‌ କରିନ୍ତୁ।

୩, ଏହାପରେ ଗ୍ରାହକ ଅଭିତାଭଙ୍କ ସହିତ କଥା ହେବାର ସୁଯୋଗ ପାଇପାରିବେ।

୪. ୟୁଜର ନିଜ ଭିଡିଓ କଲ୍‌ର ଅନୁଭୁତିକୁ ଅନ୍ୟ ମାନଙ୍କ ସହ ସେୟାର ମଧ୍ୟ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story