ଜିଓର ନୂଆବର୍ଷ ଉପହାର: ୧୯୯ରେ ମିଳିବ ପ୍ରତିଦିନ 1.2GB ଡାଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓ ନୂଆବର୍ଷ ଉପଲକ୍ଷେ ଦୁଇଟି ଧମାକାଦାର ପ୍ଲାନ ଆଣିଛି। ଯାହା ଅନ୍ୟ ଟେଲିକମ୍ କମ୍ପାନୀଙ୍କ ପାଇଁ ପାଲଟିଛି ଚିନ୍ତାର ବିଷୟ। କମ୍ପାନୀ ନବବର୍ଷକୁ ଦେଖି ହାପି ନିୟ୍ୟୁ ଇୟର ଅଫର ଆଣିଛି। ଏଥିରେ ୧୯୯ ଓ ୨୯୯ ଟଙ୍କାର ପ୍ଲାନ ରହିଛି, ଯେଉଁଥିରେ୨ଜିବି ଯାଏଁ ଦୈନିକ ଡାଟା ଓ ଅନ୍‌ଲିମିଟେଡ୍ କଲ୍‌ ମିଳିବ। ଆସନ୍ତୁ ଜାଣିବା ଏହି ଦୁଇଟି ପ୍ଲାନ ବିଷୟରେ। ୧୯୯ ପ୍ଲାନ: ଜିଓର ୧୯୯ଟଙ୍କା ପ୍ଲାନ୍‌ରେ ୨୮ ଦିନର ବୈଧତା […]

jio

jio

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 09:53 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓ ନୂଆବର୍ଷ ଉପଲକ୍ଷେ ଦୁଇଟି ଧମାକାଦାର ପ୍ଲାନ ଆଣିଛି। ଯାହା ଅନ୍ୟ ଟେଲିକମ୍ କମ୍ପାନୀଙ୍କ ପାଇଁ ପାଲଟିଛି ଚିନ୍ତାର ବିଷୟ। କମ୍ପାନୀ ନବବର୍ଷକୁ ଦେଖି ହାପି ନିୟ୍ୟୁ ଇୟର ଅଫର ଆଣିଛି। ଏଥିରେ ୧୯୯ ଓ ୨୯୯ ଟଙ୍କାର ପ୍ଲାନ ରହିଛି, ଯେଉଁଥିରେ୨ଜିବି ଯାଏଁ ଦୈନିକ ଡାଟା ଓ ଅନ୍‌ଲିମିଟେଡ୍ କଲ୍‌ ମିଳିବ। ଆସନ୍ତୁ ଜାଣିବା ଏହି ଦୁଇଟି ପ୍ଲାନ ବିଷୟରେ।

jio...୧୯୯ ପ୍ଲାନ: ଜିଓର ୧୯୯ଟଙ୍କା ପ୍ଲାନ୍‌ରେ ୨୮ ଦିନର ବୈଧତା ପ୍ରତିଦିନ 1.2GB ଡାଟା ମିଳିବ। ଏଥିସହ ସମସ୍ତ ନେଟୱର୍କକୁ ଅନ୍‌ଲିମିଟେଡ୍ କଲିଂ ଏବଂ ମେସେଜର ସୁବିଧା ମିଳିବ। ଏହା ବ୍ୟତୀତ ଜିଓ ଆପ୍‌ର ମାଗଣା ସବସ୍କ୍ରିପ୍ସନ୍ ମିଳିବ।

୨୯୯ ପ୍ଲାନ: ଏହି ପ୍ଲାନ୍‌ରେ ଆପଣଙ୍କୁ ୨୮ ଦିନ ଯାଏଁ ଦୈନିକ 2GB ଡାଟା ମିଳିବ। ଏଥିସହ ସବୁନେଟୱର୍କୁ ଅନ୍‌ଲିମିଟେଡ୍‌ କଲ୍‌, ମେସେଜ ଓ ଜିଓ ଆପ୍‌ର ଫ୍ରି ସବସ୍କ୍ରିପ୍ସନ୍ ମଧ୍ୟ ମିଳିବ। ଅର୍ଥାତ୍ ମାତ୍ର ୨୯୯ ଟଙ୍କାରେ ଆପଣଙ୍କୁ 456GB ଡାଟା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story