୩୧ ମାର୍ଚ୍ଚରେ ଶେଷ ହେଉଛି ଜିଓ ପ୍ରାଇମ୍‌ ମେମ୍ବରସିପ୍‌ ସବ୍‌ସ୍କ୍ରିପସନ୍‌

ନୂଆଦିଲ୍ଲୀ: ଦେଢ ବର୍ଷ ତଳେ ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲା। ଜିଓର ଏଣ୍ଟ୍ରି  ପରେ ୬ ମାସ ପର୍ଯ୍ୟନ୍ତ ସବୁ ସେବା ମାଗଣାରେ  ଗ୍ରାହକମାନଙ୍କୁ  ଜିଓ ଯୋଗାଇ ଦେଇଥିଲା।  ଏହାପରେ ୯୯ଟଙ୍କାର ପ୍ରାଇମ୍‌ ମେମ୍ବରସିପ୍‌ ଅଫର ଲଞ୍ଚ ହୋଇଥିଲା। ଏହା ଜରିଆରେ ଗ୍ରାହକଙ୍କୁ କମ୍‌ ରିହାତିରେ ଅଧିକ ଫାଇଦା ଯୋଗାଇ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ପ୍ରାଇମ୍‌ ମେମ୍ବରସିପ୍‌  ଅଫରର ଭ୍ୟାଲିଡିଟି ଶେଷ ହେବାକୁ ଯାଉଛି। ୩୧ ମାର୍ଚ୍ଚରେ ସରୁଛି ଜିଓ ପ୍ରାଇମ୍‌ ମେମ୍ବରସିପ୍‌ ଅଫର। […]

Jio-SIM-Cards-Preview-Welcome-Offer

Jio-SIM-Cards-Preview-Welcome-Offer

Rakesh Mallick
  • Published: Monday, 26 March 2018
  • Updated: 26 March 2018, 08:31 PM IST

Sports

Latest News

ନୂଆଦିଲ୍ଲୀ: ଦେଢ ବର୍ଷ ତଳେ ଜିଓ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲା। ଜିଓର ଏଣ୍ଟ୍ରି  ପରେ ୬ ମାସ ପର୍ଯ୍ୟନ୍ତ ସବୁ ସେବା ମାଗଣାରେ  ଗ୍ରାହକମାନଙ୍କୁ  ଜିଓ ଯୋଗାଇ ଦେଇଥିଲା।  ଏହାପରେ ୯୯ଟଙ୍କାର ପ୍ରାଇମ୍‌ ମେମ୍ବରସିପ୍‌ ଅଫର ଲଞ୍ଚ ହୋଇଥିଲା। ଏହା ଜରିଆରେ ଗ୍ରାହକଙ୍କୁ କମ୍‌ ରିହାତିରେ ଅଧିକ ଫାଇଦା ଯୋଗାଇ ଦିଆଯାଇଥିଲା।

କିନ୍ତୁ ବର୍ତ୍ତମାନ ଏହି ପ୍ରାଇମ୍‌ ମେମ୍ବରସିପ୍‌  ଅଫରର ଭ୍ୟାଲିଡିଟି ଶେଷ ହେବାକୁ ଯାଉଛି। ୩୧ ମାର୍ଚ୍ଚରେ ସରୁଛି ଜିଓ ପ୍ରାଇମ୍‌ ମେମ୍ବରସିପ୍‌ ଅଫର।

ଅଫର ଶେଷ ହୋଇଯିବା ପରେ  କମ୍ପାନୀ କି ପଦକ୍ଷେପ ନେବ ଏହାର କିଛି ଘୋଷଣା ହୋଇନାହିଁ। ଆଶା କରାଯାଉଛି ଗ୍ରାହକମାନଙ୍କ ଲାଗି ପୁଣି ଥରେ ସର୍‌ପ୍ରାଇସ୍‌ ଦେବା ଲାଗି କମ୍ପାନୀ  କିଛି ନୂଆ ଅଫର ଭେଟି ଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story