ଫାଟିଗଲା ଜିଓର ୧୫୦୦ ଟଙ୍କିଆ ଫୋନ୍‌ : କୈଫତ ଦେଲା କମ୍ପାନୀ

ନୂଆଦିଲ୍ଲୀ: ମୋବାଇଲ ଫାଟିବା ଆଜିକାଲି ଏକ ସାଧାରଣ ଘଟଣା ହୋଇଗଲାଣି। ବ୍ୟାଟେରି ସମସ୍ୟା ହେଉକି ନକଲି ଚାର୍ଜର ଯୋଗୁ ଅନେକ ମୋବାଇଲ ବିସ୍ଫୋରଣ ହେଉଛି। ତଥାପି କେତେକ ଘଟଣା ଉପରେ ସତ୍ୟତା ଥିବା ବେଳେ ଅନେକ ମିଛ ଅଭିଯୋଗ ହେଉଛି। ତେବେ ନିକଟରେ ଜିଓ ପକ୍ଷରୁ ସବୁଠୁ ଶସ୍ତା ଦାମ୍‌ରେ ୪ଜି ସେଟ ଲଞ୍ଚ କରାଯାଇଛି। ଯାହାର ମୂଲ୍ୟ ହେଉଛି ୧୫୦୦ ଟଙ୍କା । କିନ୍ତୁ ପ୍ରଥମ କରି  ଏହି ଫୋନ୍ ଫାଟିଥିବା ଖବର ଆସିଛି। କାଶ୍ମିରରେ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 05:58 PM IST

Sports

Latest News

ନୂଆଦିଲ୍ଲୀ: ମୋବାଇଲ ଫାଟିବା ଆଜିକାଲି ଏକ ସାଧାରଣ ଘଟଣା ହୋଇଗଲାଣି। ବ୍ୟାଟେରି ସମସ୍ୟା ହେଉକି ନକଲି ଚାର୍ଜର ଯୋଗୁ ଅନେକ ମୋବାଇଲ ବିସ୍ଫୋରଣ ହେଉଛି। ତଥାପି କେତେକ ଘଟଣା ଉପରେ ସତ୍ୟତା ଥିବା ବେଳେ ଅନେକ ମିଛ ଅଭିଯୋଗ ହେଉଛି। ତେବେ ନିକଟରେ ଜିଓ ପକ୍ଷରୁ ସବୁଠୁ ଶସ୍ତା ଦାମ୍‌ରେ ୪ଜି ସେଟ ଲଞ୍ଚ କରାଯାଇଛି।

ଯାହାର ମୂଲ୍ୟ ହେଉଛି ୧୫୦୦ ଟଙ୍କା । କିନ୍ତୁ ପ୍ରଥମ କରି  ଏହି ଫୋନ୍ ଫାଟିଥିବା ଖବର ଆସିଛି। କାଶ୍ମିରରେ ଜଣେ ଯୁବକ ଏହି ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁଯାୟୀ ଜିଓ ଫୋନ୍‌ଟି ବିସ୍ଫୋରଣ ହୋଇ ନିଆଁରେ ତରଳି ଯାଇଛି।

ତେବେ ଫୋନ୍‌ଟି ତରଳି ଯିବା ପରେ ବି ବ୍ୟାଟେରି ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଅଭିଯୋଗ ଆସିବା ପରେ କମ୍ପାନୀ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଯଦି ନିମ୍ନମାନର ବ୍ୟାଟେରି ଯୋଗୁ ଫୋନ୍‌ ଫାଟିଲା ବୋଲି କୁହାଯାଉଛି ତେବେ ବ୍ୟାଟେରି  ମଧ୍ୟ ଜଳିଯାଇଥାଆନ୍ତା। କିନ୍ତୁ ସେଭଳି କିଛି ଘଟିନି। କମ୍ପାନୀକୁ ବଦ୍‌ନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ଜିଓ ପକ୍ଷରୁ ସଫେଇ ଦିଆଯାଇଛି। ସେଟ୍‌ ଫାଟିବାର ଅନ୍ୟ କିଛି କାରଣ ହୋଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି ଯେ, ବିଶ୍ୱସ୍ତରୀୟ କ୍ୱାଲିଟି  କଣ୍ଟ୍ରୋଲ ଅନୁଯାୟୀ ଫୋନ୍ ତିଆରି କରାଯାଉଛି। ଏହା କେବେ ନିମ୍ନମାନର ନୁହେଁ ବୋଲି ସେ କହିଛନ୍ତି।
ସୌଜନ୍ୟ: ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story