ଜେଏନ୍‌ୟୁରେ ଦେଶଦ୍ରୋହ ସ୍ଲୋଗାନ ଭିଡିଓ ଅସଲି  

ନୂଆଦିଲ୍ଲୀ: ଜେଏନ୍‌ୟୁ କ୍ୟାମ୍ପସରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯିବା ନେଇ ଜାରି ଭିଡିଓ ଅସଲି ବୋଲି ଯାଞ୍ଚ ପରେ ଦିଲ୍ଲୀ ପୋଲିସ କହିଛି। ସିବିଆଇର ଫରେନସିକ ଲ୍ୟାବରେ ପରୀକ୍ଷା ପରେ ଏହା ଜଣାପଡିଛି। ଏହି ଭିଡିଓ  ଆସିବା ପରେ ଦେଶରେ ହଙ୍ଗାମା ହୋଇଥିଲା। ଭିଡିଓ ଫୁଟେଜ୍‌କୁ ଆଧାର କରି ଦିଲ୍ଲୀ ପୋଲିସ ଜେଏନ୍‌ୟୁ ଛାତ୍ର ସଂଘ ସଭାପତି  କହ୍ନେୟା ଲାଲ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା।  ଦିଲ୍ଲୀ ପୋଲିସ ଏକ ଗଣମାଧ୍ୟମରୁ […]

jnu-student

jnu-student

Rakesh Mallick
  • Published: Saturday, 11 June 2016
  • Updated: 11 June 2016, 11:01 PM IST

Sports

Latest News

ନୂଆଦିଲ୍ଲୀ: ଜେଏନ୍‌ୟୁ କ୍ୟାମ୍ପସରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯିବା ନେଇ ଜାରି ଭିଡିଓ ଅସଲି ବୋଲି ଯାଞ୍ଚ ପରେ ଦିଲ୍ଲୀ ପୋଲିସ କହିଛି। ସିବିଆଇର ଫରେନସିକ ଲ୍ୟାବରେ ପରୀକ୍ଷା ପରେ ଏହା ଜଣାପଡିଛି।

ଏହି ଭିଡିଓ  ଆସିବା ପରେ ଦେଶରେ ହଙ୍ଗାମା ହୋଇଥିଲା। ଭିଡିଓ ଫୁଟେଜ୍‌କୁ ଆଧାର କରି ଦିଲ୍ଲୀ ପୋଲିସ ଜେଏନ୍‌ୟୁ ଛାତ୍ର ସଂଘ ସଭାପତି  କହ୍ନେୟା ଲାଲ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା।  ଦିଲ୍ଲୀ ପୋଲିସ ଏକ ଗଣମାଧ୍ୟମରୁ ଭିଡିଓ ଫୁଟେଜ ନେବା ପରେ ଯାଞ୍ଚ ପାଇଁ ସିବିଆଇ ଫରେନସିକ ଲ୍ୟାବକୁ ପଠାଇଥିଲା। ଏହାସହ କ୍ୟାମେରା, ମେମୋରି କାର୍ଡ, ବିଡିଓ କ୍ଲିପ୍ସର ଏକ ସିଡି, ତାର ଓ ଅନ୍ୟ ଉପକରଣ ଯାଞ୍ଚ ପାଇଁ ପଠାଇଥିଲା।

ସିବିଆଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ୮ ଜୁନରେ ଏହି ରିପୋର୍ଟ ପଠାଇ ଥିଲା। ଯେଉଁଥିରେ ଭିଡିଓ ଫୁଟେଜ୍‌ଟି ଅସଲି ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story