ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଲା ଏଭିବିପି

ନିଆଦିଲ୍ଲୀ: ଜବାହାର ନେହୁର ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଛାତ୍ର ସଂସଦ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ବାଜି ମାରିଛି ଆରଏସଏସ୍ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ଛାତ୍ର ୱିଙ୍ଗସ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏଭିବିପି)। ଚଳିତବର୍ଷ ଏଭିବିପି ପକ୍ଷରୁ ସଭାପତି ଭାବେ ଜିତିନ୍ଦର ଆୱାନା, ଉପ-ସଭାପତି ଭାବେ ସୁନ୍ନି ଦେଢା, ସମ୍ପାଦକ ଭାବେ ଅଞ୍ଜଳି ରାନା ଓ ଯୁଗ୍ମ ସମ୍ପାଦକ ଭାବେ ଛତ୍ରପାଲ୍ ଯାଦବ ବିଜୟୀ ହୋଇଛନ୍ତି। ଚଳିତଥର ଜେଏନୟୁରେ କଂଗ୍ରେସ ଆଫ୍ଲିଏଟେଡ୍ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ୍(ଏନଏସୟୁଆଇ) ଓ ଆମ୍ ଆଦମି ପାର୍ଟିର ଷ୍ଟୁଡେଣ୍ଟ ୱିଙ୍ଗସ […]

avbp

avbp

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 08:59 AM IST

Sports

Latest News

avbpନିଆଦିଲ୍ଲୀ: ଜବାହାର ନେହୁର ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଛାତ୍ର ସଂସଦ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ବାଜି ମାରିଛି ଆରଏସଏସ୍ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ଛାତ୍ର ୱିଙ୍ଗସ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏଭିବିପି)। ଚଳିତବର୍ଷ ଏଭିବିପି ପକ୍ଷରୁ ସଭାପତି ଭାବେ ଜିତିନ୍ଦର ଆୱାନା, ଉପ-ସଭାପତି ଭାବେ ସୁନ୍ନି ଦେଢା, ସମ୍ପାଦକ ଭାବେ ଅଞ୍ଜଳି ରାନା ଓ ଯୁଗ୍ମ ସମ୍ପାଦକ ଭାବେ ଛତ୍ରପାଲ୍ ଯାଦବ ବିଜୟୀ ହୋଇଛନ୍ତି।

ଚଳିତଥର ଜେଏନୟୁରେ କଂଗ୍ରେସ ଆଫ୍ଲିଏଟେଡ୍ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ୍(ଏନଏସୟୁଆଇ) ଓ ଆମ୍ ଆଦମି ପାର୍ଟିର ଷ୍ଟୁଡେଣ୍ଟ ୱିଙ୍ଗସ ଛାତ୍ର ୟୁବା ସଂଘର୍ଷ ସମିତି(ସିୱାଇଏସଏସ) ଧାରାଶାୟୀ ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୪୩.୩ ପ୍ରତିଶତ ମତଦାନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story