ଜେଏନ୍‌ୟୁ ହଙ୍ଗାମା ନେଇ ବର୍ଷିଲେ ବିଶ୍ୱବିଦ୍ୟାଳୟର ଶିକ୍ଷକ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଏକ ଶିକ୍ଷକ ଗୋଷ୍ଠୀ ଆଜି କିଛି ନିର୍ଦ୍ଦିଷ୍ଟ ଛାତ୍ରଙ୍କ ହଙ୍ଗାମାକୁ ନେଇ ବର୍ଷିଛନ୍ତି। ଫି’ ବୃଦ୍ଧିକୁ ନେଇ ଆନ୍ଦୋଳନ ସମୟରେ ଭଙ୍ଗାରୁଜାକୁ ସେମାନେ ନାପସନ୍ଦ କରିଛନ୍ତି। ଏହି ଛାତ୍ରମାନେ ଉନ୍ମୋଚିତ ହେବାକୁ ଥିବା ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭାଙ୍ଗିବା ସହ ଏହା ତଳେ ବିଭିନ୍ନ ଅପଶବ୍ଦ ଲେଖିଥିଲେ। ସେମାନେ କୁଳପତିଙ୍କ କାନ୍ଥରେ ମଧ୍ୟ ବିଭିନ୍ନ ଆପତ୍ତିଜନକ ଲେଖା ଲେଖିବାକୁ ପଛାଇ ନଥିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷକମାନେ କହିଛନ୍ତି, “ଛାତ୍ରମାନେ […]

jnu

jnu

Subrat Kumar Nayak
  • Published: Sunday, 17 November 2019
  • Updated: 17 November 2019, 06:21 PM IST

Sports

Latest News

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଏକ ଶିକ୍ଷକ ଗୋଷ୍ଠୀ ଆଜି କିଛି ନିର୍ଦ୍ଦିଷ୍ଟ ଛାତ୍ରଙ୍କ ହଙ୍ଗାମାକୁ ନେଇ ବର୍ଷିଛନ୍ତି। ଫି’ ବୃଦ୍ଧିକୁ ନେଇ ଆନ୍ଦୋଳନ ସମୟରେ ଭଙ୍ଗାରୁଜାକୁ ସେମାନେ ନାପସନ୍ଦ କରିଛନ୍ତି। ଏହି ଛାତ୍ରମାନେ ଉନ୍ମୋଚିତ ହେବାକୁ ଥିବା ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭାଙ୍ଗିବା ସହ ଏହା ତଳେ ବିଭିନ୍ନ ଅପଶବ୍ଦ ଲେଖିଥିଲେ। ସେମାନେ କୁଳପତିଙ୍କ କାନ୍ଥରେ ମଧ୍ୟ ବିଭିନ୍ନ ଆପତ୍ତିଜନକ ଲେଖା ଲେଖିବାକୁ ପଛାଇ ନଥିଲେ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷକମାନେ କହିଛନ୍ତି, “ଛାତ୍ରମାନେ ସବୁଥରେ ରାଜନୀତି ପୁରାଇବାକୁ ଚାହୁଁଛନ୍ତି। ସବୁ ଛାତ୍ର କୁଳପତିଙ୍କୁ ଭେଟିପାରିବେନି। ଏହାର ଏକ ପ୍ରୋଟୋକଲ ଅଛି। ଆମେ ହଷ୍ଟେଲ ସଭାପତିମାନଙ୍କୁ ବୈଠକ ପାଇଁ ଡାକିଥିଲୁ, ସେମାନେ ଆସିଲେନି। ସେମାନେ କିନ୍ତୁ ଗଣମାଧ୍ୟମ ଜରିଆରେ ସାରା ବିଶ୍ୱକୁ ଦେଖାଇଦେଲେ କୁଳପତି ସେମାନଙ୍କୁ ଭେଟିବାକୁ ଚାହୁଁନାହାନ୍ତି।”

ଜେଏନ୍‌ୟୁ ପ୍ରଶାସନ ପକ୍ଷରୁ କୁହାଯାଇଛି, ଛାତ୍ରମାନେ କରିଥିବା ଭଙ୍ଗାରୁଜାକୁ ଆମେ ନିନ୍ଦା କରୁଛୁ। ପୁରା ଘଟଣା ରେକର୍ଡ କରାଯାଇଛି। ଚିଫ୍‌ ପ୍ରୋକ୍ଟର ଅଫିସ୍‌ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ।

ରବିବାର ଦିଲ୍ଲୀ ପୁଲିସ୍‌ ଏଭଳି ଭଙ୍ଗାରୁଜା କରିଥିବା ଛାତ୍ରଙ୍କ ନାମରେ ଏଫ୍‌ଆଇଆର ରୁଜୁ କରିଛି। ଜେଏଏନ୍‌ୟୁ ପ୍ରଶାସନର ଅଭିଯୋଗ ପରେ ସର୍ବସାଧାରଣଙ୍କ ସମ୍ପତ୍ତି ଭାଙ୍ଗିବା ଅଭିଯୋଗରେ ଏଫ୍‌ଆଇଆର ହୋଇଛି। ସ୍ୱାମୀ ବିବେକାନନ୍ଦ ମୂର୍ତ୍ତି ସ୍ଥାପନା କମିଟି ଅଧ୍ୟକ୍ଷ ପ୍ରଫେସର ବୁଦ୍ଧ ସିଂହ ପୁଲିସ୍‌ ନିକଟରେ ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story