ଜେଏନ୍‌ୟୁରେ ପଶିବ ଟ୍ୟାଙ୍କ ! ଅନୁରୋଧ କଲେ କୁଳପତି

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ- ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ ବା ଜେଏନ୍ୟୁ ଏବେ ଚର୍ଚ୍ଚାରେ। ମିଳିଥିବା ଖବର ଅନୁଯାୟୀ ଏଠାରେ ପଶିବ ଟ୍ୟାଙ୍କ। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ସାଧାରଣତଃ ଟ୍ୟାଙ୍କର ବ୍ୟବହାର କେବଳ ଦେଶବିରୋଧୀ ଶତ୍ରୁ ନାଶ ପାଇଁ ବ୍ୟବହାର ହୁଏ। ଆମର ଏଠି କୌଣସି ଶିକ୍ଷାନୁଷ୍ଠାନରେ ବିନା ଅନୁମତିରେ ପୋଲିସ୍ ପଶିବା ମଧ୍ୟ କଷ୍ଟକର। ଜେଏନ୍‌ୟୁରେ ବି ବେଳେବେଳେ ଦେଶବିରୋଧୀ ନାରା ଶୁଭିଛି ଓ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା […]

jnu

jnu

Rakesh Mallick
  • Published: Monday, 24 July 2017
  • Updated: 24 July 2017, 02:47 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ- ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ ବା ଜେଏନ୍ୟୁ ଏବେ ଚର୍ଚ୍ଚାରେ। ମିଳିଥିବା ଖବର ଅନୁଯାୟୀ ଏଠାରେ ପଶିବ ଟ୍ୟାଙ୍କ। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ସାଧାରଣତଃ ଟ୍ୟାଙ୍କର ବ୍ୟବହାର କେବଳ ଦେଶବିରୋଧୀ ଶତ୍ରୁ ନାଶ ପାଇଁ ବ୍ୟବହାର ହୁଏ। ଆମର ଏଠି କୌଣସି ଶିକ୍ଷାନୁଷ୍ଠାନରେ ବିନା ଅନୁମତିରେ ପୋଲିସ୍ ପଶିବା ମଧ୍ୟ କଷ୍ଟକର।

ଜେଏନ୍‌ୟୁରେ ବି ବେଳେବେଳେ ଦେଶବିରୋଧୀ ନାରା ଶୁଭିଛି ଓ ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ବି ପ୍ରକାଶ ପାଇଛି। କିନ୍ତୁ ଏହି ଛାତ୍ରଛାତ୍ରୀଙ୍କୁ ସାବାଡ କରିବା ପାଇଁ ଜେଏନ୍‌ୟୁରେ ଟ୍ୟାଙ୍କ ପଶିବ ନାହିଁ ବରଂ ଛାତ୍ରଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିବା ପାଇଁ ଏହାକୁ ବ୍ୟବହାର କରାଯିବ। ଜେଏନ୍‌ୟୁ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଟ୍ୟାଙ୍କ ଲଗାଇବାରେ ସାହଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବି.କେ.ସିଂଙ୍କୁ ନିବେଦନ କରିଛନ୍ତି କୁଳପତି ଏମ୍. ଜଗଦୀଶ କୁମାର। ରବିବାର ଜେଏନ୍‌ୟୁ ପରିସରରେ ପ୍ରଥମଥର ପାଇଁ କାରଗିଲ୍ ବିଜୟ ଦିବସ ପାଳନ ଅବସରରେ କୁଳପତି ଏଭଳି କହିଛନ୍ତି।

ନିଜ ବକ୍ତବ୍ୟରେ ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଟ୍ୟାଙ୍କ ଲଗାଯିବା ଦ୍ୱାରା ସର୍ବଦା ଛାତ୍ରଛାତୀଙ୍କ ମନରେ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକଙ୍କ ତ୍ୟାଗ ଓ ବଳିଦାନ ମନେରହିବ। କେବଳ ଏତିକି ନୁହେଁ ଟ୍ୟାଙ୍କ ଭାରତୀୟ ସୈନିକଙ୍କ ବୀରତ୍ୱର ଗାଥା କହିବା ସହ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ ମଧ୍ୟ ଜାଗ୍ରତ କରାଇବ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ତ୍ରିରଙ୍ଗା ଯାତ୍ରାର ମଧ୍ୟ ଆୟୋଜନ କରାଯାଇଥିଲା। ୯ ଫେବୃଆରୀ ୨୦୧୬ରେ କ୍ୟାମ୍ପସରେ କିଛି ଛାତ୍ରଛାତ୍ରୀ ଭାରତ ବିରୋଧୀ ନାରା ଦେବା ପରେ, ବିଶ୍ୱବିଦ୍ୟାଳୟରେ ଟ୍ୟାଙ୍କ ରଖିବାର ଚିନ୍ତା ତାଙ୍କ ମନକୁ ଆସିଥିଲା। ଗତବର୍ଷ ଦେଶବିରୋଧୀ ନାରା ପାଇଁ ଗଣମାଧ୍ୟମର ଚର୍ଚ୍ଚାରେ ରହିଥିଲା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ବା ଜେଏନୟୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story