ଜେଏନ୍‌ୟୁ: ନିଜ ପାଇଁ ଓକିଲାତି କଲେ ଆଈଶି

ନୂଆଦିଲ୍ଲୀ: ଜେଏନ୍‌ୟୁ ହିଂସାରେ ବାମପନ୍ଥୀ ଛାତ୍ରମାନେ ସମ୍ପୃକ୍ତ ଥିବା ନେଇ ଦିଲ୍ଲୀ ପୁଲିସ୍‌ ଅଭିଯୋଗ ଆଣିବାପରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଆଈଶି ଘୋଷ ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ତାଙ୍କ ନାମ ମଧ୍ୟ ରହିଥିବାବେଳେ ସେ କହିଛନ୍ତି, ସେ କହିଛନ୍ତି, ଦିଲ୍ଲୀ ପୁଲିସ୍‌ ତଦନ୍ତ କରିପାରିବ। ମୋ ଉପରେ ଆକ୍ରମଣ ହୋଇଥିବା ନେଇ ମୁଁ ମଧ୍ୟ ପ୍ରମାଣ ଦେଖାଇ ପାରିବି। ଗତ ଜାନୁଆରୀ ୫ ତାରିଖରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ନିଜେ ଆଈଶି ମଧ୍ୟ ଆହତ ହୋଇଥିଲେ। ତେବେ […]

JNUsu

JNUsu

Subrat Kumar Nayak
  • Published: Friday, 10 January 2020
  • Updated: 10 January 2020, 06:23 PM IST

Sports

Latest News

ନୂଆଦିଲ୍ଲୀ: ଜେଏନ୍‌ୟୁ ହିଂସାରେ ବାମପନ୍ଥୀ ଛାତ୍ରମାନେ ସମ୍ପୃକ୍ତ ଥିବା ନେଇ ଦିଲ୍ଲୀ ପୁଲିସ୍‌ ଅଭିଯୋଗ ଆଣିବାପରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଆଈଶି ଘୋଷ ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ତାଙ୍କ ନାମ ମଧ୍ୟ ରହିଥିବାବେଳେ ସେ କହିଛନ୍ତି, ସେ କହିଛନ୍ତି, ଦିଲ୍ଲୀ ପୁଲିସ୍‌ ତଦନ୍ତ କରିପାରିବ। ମୋ ଉପରେ ଆକ୍ରମଣ ହୋଇଥିବା ନେଇ ମୁଁ ମଧ୍ୟ ପ୍ରମାଣ ଦେଖାଇ ପାରିବି।

ଗତ ଜାନୁଆରୀ ୫ ତାରିଖରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ନିଜେ ଆଈଶି ମଧ୍ୟ ଆହତ ହୋଇଥିଲେ। ତେବେ ଦିଲ୍ଲୀ ପୁଲିସ୍‌ ଆଜି ୯ ଜଣଙ୍କ ନାମ ଘୋଷଣା କରିବା ପରେ ସେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି, “ମୋର ଦେଶର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ତଦନ୍ତ ସ୍ୱଚ୍ଛ ଉପାୟରେ ହେବ। ମୁଁ ନ୍ୟାୟ ପାଇବି। କିନ୍ତୁ ଦିଲ୍ଲୀ ପୁଲିସ୍‌ ଏତେ ପକ୍ଷପାତୀ କ’ଣ ପାଇଁ? ମୋ ଅଭିଯୋଗକୁ ଏଫ୍‌ଆଇଆର ଭାବେ ଗ୍ରହଣ କରାଯାଇନି। ମୁଁ କିଛି ବି ଆକ୍ରମଣ କରିନି।”

ସୂଚନାଯୋଗ୍ୟ, ଆଜି ଦିଲ୍ଲୀ ପୁଲିସ୍‌ର ଡିସିପି (କ୍ରାଇମ୍‌) ଜୟ ତିର୍କୀ କହିଛନ୍ତି, ପୁଲିସ୍‌ ଏହି ହିଂସାରେ ସମ୍ପୃକ୍ତ କିଛି ଛାତ୍ରଙ୍କୁ ଚିହ୍ନଟ କରିପାରିଛି। ପୁଲିସ୍‌ ୯ ଜଣଙ୍କ ନାମ ଘୋଷଣା କରିବା ସହ ତାଙ୍କ ଫଟୋ ରିଲିଜ୍‌ କରିଛି। ସେ କହିଛନ୍ତି, ଦିନକ ପୂର୍ବରୁ ସର୍ଭର ରୁମ୍‌ ଭାଙ୍ଗି ଦିଆଯାଇଥିବାରୁ ଦୁର୍ଭାଗ୍ୟବଶତଃ ଆମେ ସିସିଟିଭି ଫୁଟେଜ୍‌ ପାଇପାରିନାହୁଁ।

ତେବେ ଏହାର ପ୍ରତିକ୍ରିୟାରେ ଆଈଶି କହିଛନ୍ତି, “ଦିଲ୍ଲୀ ପୁଲିସ୍‌ ମୋ ନାମରେ କ’ଣ ପ୍ରମାଣ ରଖିଛି ସର୍ବସାଧାରଣରେ ପ୍ରକାଶ କରିବା ଉଚିତ। ଆମେ ଦିଲ୍ଲୀ ପୁଲିସ୍‌କୁ ଡରୁନାହୁଁ। ଆମେ ଆଇନ୍‌ ସହ ଅଛୁ ଏବଂ ଆମ ଆନ୍ଦୋଳନକୁ ଆମେ ଗଣତାନ୍ତ୍ରିକ ଉପାୟରେ ଓ ଶାନ୍ତିପୂର୍ଣ୍ଣ ଭାବେ ଆଗକୁ ନେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story