ହୋଟେଲ ଛାତରୁ ଡେଇଁ ଆଇଟି ଇଂଜିନିୟରଙ୍କ ଆତ୍ମହତ୍ୟା: ଚିଠିରେ ଲେଖି ଗଲେ ଅଙ୍ଗେଲିଭା କଥା

ପୁଣେ: ଦେଶରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ବେକାରୀ ଏକ ବଡ଼ ସମସ୍ୟା। ଏଥିରେ ପେସି ହେଉଛନ୍ତି ଦେଶର ଯୁବବର୍ଗ। ଯାହା ସେମାନଙ୍କୁ ବିଭିନ୍ନ ଅପରାଧିକ କ୍ଷେତ୍ରକୁ ଟାଣି ନେଉଛି। ଏପରି କିଛି ଯୁବକ ଅଛନ୍ତି ବେକାରୀ ସମସ୍ୟାରେ ପ୍ରତିଦିନ ତିଳ ତିଳ ହୋଇ ମରିବା ଅପେକ୍ଷା ଜୀବନ ହାରିବା ଶେଷ ପନ୍ଥା ଭାବେ ବାଛି ନେଉଛନ୍ତି। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେରେ। ବେକାରୀ ସମସ୍ୟାକୁ ନେଇ ଜର୍ଜରିତ ଆନ୍ଧ୍ର ପ୍ରଦେଶର ସଫ୍ଟୱେର […]

crime

crime

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 04:40 PM IST

Sports

Latest News

ପୁଣେ: ଦେଶରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ବେକାରୀ ଏକ ବଡ଼ ସମସ୍ୟା। ଏଥିରେ ପେସି ହେଉଛନ୍ତି ଦେଶର ଯୁବବର୍ଗ। ଯାହା ସେମାନଙ୍କୁ ବିଭିନ୍ନ ଅପରାଧିକ କ୍ଷେତ୍ରକୁ ଟାଣି ନେଉଛି। ଏପରି କିଛି ଯୁବକ ଅଛନ୍ତି ବେକାରୀ ସମସ୍ୟାରେ ପ୍ରତିଦିନ ତିଳ ତିଳ ହୋଇ ମରିବା ଅପେକ୍ଷା ଜୀବନ ହାରିବା ଶେଷ ପନ୍ଥା ଭାବେ ବାଛି ନେଉଛନ୍ତି। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେରେ। ବେକାରୀ ସମସ୍ୟାକୁ ନେଇ ଜର୍ଜରିତ ଆନ୍ଧ୍ର ପ୍ରଦେଶର ସଫ୍ଟୱେର ଇଂଜିନିୟ ଗୋପୀ କ୍ରିଷ୍ଣା (୨୫) ଛୁରୀରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତି ଦେଇ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବା ପରେ ସେ ରହୁଥିବା ହୋଟେଲର ଚତୁର୍ଥ ଫ୍ଲୋରରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ହୋଟେଲର ମ୍ୟାନେଜରଙ୍କଠାରୁ ରିପୋର୍ଟ ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ରିଷ୍ଣା ଛାଡି ଯାଇଥିବା ଚିଠିରେ ତାଙ୍କ ଆତ୍ମହତ୍ୟାର କାରଣ ଲେଖି ଯାଇଛନ୍ତି।

ସୂଚନାଯୋଗ୍ୟ, ଗତ ୩ ଦିନ ପୂର୍ବରୁ ସେ ପୁଣେର ଏକ ସଫ୍ଟୱେର କମ୍ପାନୀରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ଦିଲ୍ଲୀ ଓ ହାଇଦ୍ରାବାଦରେ ଚାକିରି କରୁଥିଲେ। ଆଇଟି କ୍ଷେତ୍ରରେ ଚାକିରି ମିଳୁ ନ ଥିବା ଓ ମିଳିଲେ ବି ଏଥିରେ ସ୍ଥାୟିତ୍ୱ ରହୁ ନ ଥିବାରୁ ସେ ଏପରି ପଦକ୍ଷେପ ନେଇଥିବା ତାଙ୍କ ଚିଠିରେ ଉଲ୍ଲେଖ କରିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story