ଯୋଧପୁରରେ ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ

ଯୋଧପୁର: ରାଜସ୍ଥାନର ଯୋଧପୁରରେ ସୋମବାର ଏକ ଏମ୍‌ଆଇଜି-୨୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନାନୁସାରେ ବିମାନଟି ଭୂପୃଷ୍ଠରୁ ପଡ଼ିବା ପୂର୍ବରୁ ଦୁଇ ଜଣ ଯାକ ପାଇଲଟ୍ ସେଥିରୁ ଡେଇଁବାରେ ସଫଳ ହୋଇଥିଲେ। କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ସେ ନେଇ ତଦନ୍ତ କରାଯାଉଛି।

plane

Rakesh Mallick
  • Published: Monday, 13 June 2016
  • , Updated: 13 June 2016, 03:33 PM IST

ଯୋଧପୁର: ରାଜସ୍ଥାନର ଯୋଧପୁରରେ ସୋମବାର ଏକ ଏମ୍‌ଆଇଜି-୨୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାନୁସାରେ ବିମାନଟି ଭୂପୃଷ୍ଠରୁ ପଡ଼ିବା ପୂର୍ବରୁ ଦୁଇ ଜଣ ଯାକ ପାଇଲଟ୍ ସେଥିରୁ ଡେଇଁବାରେ ସଫଳ ହୋଇଥିଲେ।

କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ସେ ନେଇ ତଦନ୍ତ କରାଯାଉଛି।

Related story