ଲସ୍କର ଓ ହାକ୍କାନି ଗ୍ରୁପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାକ୍ ପ୍ରଧାନମନ୍ତ୍ରୀଙ୍କୁ କେରିଙ୍କ ପରାମର୍ଶ

ନ୍ୟୁୟର୍କ: ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା(ଏଲଇଟି) ଓ ହାକ୍କାନି ନେଟୱାର୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ଆମେରିକାର ପରରାଷ୍ଟ୍ର ସଚିବ ଜନ୍ କେରି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆଜି ଏହି ପରାମର୍ଶ ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜନ୍ କେରି କହିଛନ୍ତି ଯେ, ଆତଙ୍କବାଦୀଙ୍କ ମଧ୍ୟରେ ପାର୍ଥକ୍ୟ ଦେଖ ନାହିଁ। ସବୁ ଆତଙ୍କବାଦୀ ସଂଗଠନ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ଲସ୍କର ଓ ହାକ୍କାନି ଭଳି ଆତଙ୍କବାଦୀ ସଂଗଠନ ଗୁଡିକ ଏଥିରୁ ବାଦ ଦିଅ ନାହିଁ।ବେଆଇନ ଘୋଷିତ […]

PAKISTAN-US-POLITICS

PAKISTAN-US-POLITICS

Rakesh Mallick
  • Published: Monday, 28 September 2015
  • Updated: 04 May 2017, 03:44 PM IST

Sports

Latest News

ନ୍ୟୁୟର୍କ: ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା(ଏଲଇଟି) ଓ ହାକ୍କାନି ନେଟୱାର୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ଆମେରିକାର ପରରାଷ୍ଟ୍ର ସଚିବ ଜନ୍ କେରି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆଜି ଏହି ପରାମର୍ଶ ଦେଇଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜନ୍ କେରି କହିଛନ୍ତି ଯେ, ଆତଙ୍କବାଦୀଙ୍କ ମଧ୍ୟରେ ପାର୍ଥକ୍ୟ ଦେଖ ନାହିଁ। ସବୁ ଆତଙ୍କବାଦୀ ସଂଗଠନ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ଲସ୍କର ଓ ହାକ୍କାନି ଭଳି ଆତଙ୍କବାଦୀ ସଂଗଠନ ଗୁଡିକ ଏଥିରୁ ବାଦ ଦିଅ ନାହିଁ।ବେଆଇନ ଘୋଷିତ ଲସ୍କର-ଇ-ତୋଇବା ୨୦୦୮ରେ ମୁମ୍ବାଇ ଆକ୍ରମଣ କରି ୧୬୬ ଜଣଙ୍କୁ ହତ୍ୟା କରିଥିଲା।

ସେହିପରି ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ହାକ୍କାନି ନେଟୱାର୍କ ୨୦୦୮ରେ କାବୁଲ ସ୍ଥିତ  ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଥିଲେ। ଏଥିରେ ୫୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।୨୦୧୧ରେ ଏହି ସଂଗଠନ କାବୁଲରେ ଥିବା ଆମେରିକୀୟ ଦୂତାବାସ ଉପରେ ମଧ୍ୟ ଆକ୍ରମଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story