ପ୍ରେମ ପାଇଁ ଅଜବ ସର୍ତ୍ତ ରଖିଲେ ହାଇକୋର୍ଟ, ପ୍ରେମିକଙ୍କୁ କହିଲେ ଜଜ୍‌ ହୁଅ କିମ୍ବା ଆଇଏଏସ୍‌ ହୁଅ

ପାଟନା : ବିଚାରପତିଙ୍କ ବିଚିତ୍ର ବିଚାର।  ପ୍ରେମ କରିବାରୁ ନିଜ ଝିଅକୁ  ବନ୍ଦୀ କଲେ ବିଚାରପତି।  ତେବେ ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ଯୁବତୀ ମୁକୁଳିଛନ୍ତି।  ଏମିତି ଘଟଣା ପାଟନାରେ ଚର୍ଚ୍ଚାର ବିଷୟ ପାଲଟିଛି।  ସୂଚନା ଅନୁଯାୟୀ, ବିହାରର ଖାଗାରିଆ ଜିଲ୍ଲା ବିଚାରପତି ସୁଭାଷ ଚନ୍ଦ୍ର ଚୌରାସିଆଙ୍କ ଝିଅଙ୍କ ସହ ସୁପ୍ରିମକୋର୍ଟର ଜଣେ ଓକିଲ ସିଦ୍ଧାର୍ଥ ବନସଲ୍‌ଙ୍କ ସହ ପ୍ରେମ ହୋଇଯାଥିଲା।  ହେଲେ ଏହି ପ୍ରେମକୁ ଝିଅର ବାପା ତଥା ବିଚାରପତି ସୁଭାଷ ଚନ୍ଦ୍ର ଚୌରାସିଆ […]

judge

judge

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 12:00 PM IST

Sports

Latest News

ପାଟନା : ବିଚାରପତିଙ୍କ ବିଚିତ୍ର ବିଚାର।  ପ୍ରେମ କରିବାରୁ ନିଜ ଝିଅକୁ  ବନ୍ଦୀ କଲେ ବିଚାରପତି।  ତେବେ ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ଯୁବତୀ ମୁକୁଳିଛନ୍ତି।  ଏମିତି ଘଟଣା ପାଟନାରେ ଚର୍ଚ୍ଚାର ବିଷୟ ପାଲଟିଛି।  ସୂଚନା ଅନୁଯାୟୀ, ବିହାରର ଖାଗାରିଆ ଜିଲ୍ଲା ବିଚାରପତି ସୁଭାଷ ଚନ୍ଦ୍ର ଚୌରାସିଆଙ୍କ ଝିଅଙ୍କ ସହ ସୁପ୍ରିମକୋର୍ଟର ଜଣେ ଓକିଲ ସିଦ୍ଧାର୍ଥ ବନସଲ୍‌ଙ୍କ ସହ ପ୍ରେମ ହୋଇଯାଥିଲା।  ହେଲେ ଏହି ପ୍ରେମକୁ ଝିଅର ବାପା ତଥା ବିଚାରପତି ସୁଭାଷ ଚନ୍ଦ୍ର ଚୌରାସିଆ ବିରୋଧ କରିଆସୁଥିଲେ। ବିଚାରପତିଙ୍କ ଝିଅ ଯଶସ୍ୱିନୀ ହେଉଛନ୍ତି ଜଣେ ଆଇନଛାତ୍ରୀ। ଯଶସ୍ୱିନୀ ଏବେ ଚାଣକ୍ୟ ‘ଲ’ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ତେବେ ଏମାନଙ୍କ ଭଲପାଇବାକୁ ଝିଅଘର ପରିବାର ଲୋକେ ଗ୍ରହଣ କରି ନ ଥିଲେ। ଉଭୟେ ବିବାହ କରିବାକୁ ଚାହିଁବାରୁ ଝିଅର ବାପା ବାରଣ କରିଥିଲେ। ଏଥିପାଇଁ ଝିଅକୁ ପ୍ରବଳ ମାଡ଼ ମାରି ଝିଅକୁ ଘରେ ବନ୍ଦୀ କରିଥିଲେ।  ଉକ୍ତ ଘଟଣା ସମ୍ପର୍କରେ ଜୁନ୍‌ ୨୨ ତାରିଖରେ ଲିଗାଲ ନ୍ୟୁଜ୍‌ ପୋର୍ଟାଲ୍‌ ‘ବାର୍‌ ଆଣ୍ଡ୍‌ ବେଞ୍ଚ୍‌’ ଦ୍ୱାରା ପ୍ରକାଶ ପାଇବା ପରେ ଏହି ରିପୋର୍ଟକୁ ଆଧାର କରି ପାଟନା ହାଇକୋର୍ଟ ଉକ୍ତ ମାମଲାରେ ହସ୍ତକ୍ଷେପ କରିଛନ୍ତି।

ତେବେ ଯଶସ୍ୱିନୀଙ୍କଠାରୁ ସବୁ କଥା ଶୁଣିବାପରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‌ ଏବଂ ବିଚାରପତି ରାଜୀବ ରଞ୍ଜନ ପ୍ରସାଦଙ୍କ ଖଣ୍ଡପୀଠ ଯଶସ୍ୱିନୀଙ୍କୁ ମୁକ୍ତ କରିବା ପାଇଁ ପାଟନା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।  ଏଥିସହ ମନ ପସନ୍ଦର ପ୍ରାର୍ଥୀଙ୍କୁ ବିବାହ କରିବାପାଇଁ ଅନୁମତି ଦେଇଛନ୍ତି। ସେହିପରି ଯଶସ୍ୱିନୀଙ୍କୁ ବିବାହ କରିବାକୁ ହେଲେ ତାଙ୍କୁ ପ୍ରଥମେ ଜଣେ ବିଚାରପତି ହେବାର ଯୋଗ୍ୟତା ହାସଲ କରିବାକୁ ପଡ଼ିବ କିମ୍ବା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାସ୍‌ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।  ଗତ ମେ’ ୬ ତାରିଖରେ ଦିଲ୍ଲୀ ଜୁଡିସିଆଲ ସର୍ଭିସ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଏବଂ ଏହି ପରୀକ୍ଷାର ଦିନକ ପୂର୍ବରୁ ଯଶସ୍ୱିନୀ ମା’ଙ୍କ ସହିତ ଦିଲ୍ଲୀ ଯାଇଥିଲେ। ସେଦିନ ଯଶସ୍ୱିନୀଙ୍କୁ ବନସଲ୍‌ଙ୍କ ସହ କଥା ହେଉଥିବା ଦେଖିବାପରେ ଯଶସ୍ୱିନୀଙ୍କ ମା’ ତାଙ୍କୁ ପରୀକ୍ଷାରେ ବସିବାକୁ ଦେଇ ନ ଥିଲେ।  ପରେ ଝିଅକୁ ମାଡ଼ ମାରିବା ସହ ଗୃହବନ୍ଦୀ କରି ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story