କ’ଣ ଗୋଟେ ଝିଅକୁ ବଳାତ୍କାର କରାଯାଇପାରେ ?

ନୂଆଦିଲ୍ଲୀ: ଆପଣ କେବେ ଏମିତି ପ୍ରଶ୍ନର ଶିକାର ହୋଇଛନ୍ତି କି? ନିଶ୍ଚିତ ହସ ଲାଗୁଥିବ। ପ୍ରଶ୍ନରେ ପୁଣି ଶିକାର ହେବାର ଭୟ କ’ଣ?  ଆଜ୍ଞା ହଁ । ଏମିତି ପ୍ରଶ୍ନ ଆମେ ପଚାରୁନୁ, ପ୍ରଶାସନିକ ସ୍ତରରେ ଉଚ୍ଚ ପାହ୍ୟା ଲାଗି ହେଉଥିବା ପରୀକ୍ଷା ବେଳେ ଏମିତି ପ୍ରଶ୍ନ ଆସୁଛି । ଆଇଏସ୍‌, ଆଇପିଏସ୍‌ ତଥା ଏହି ରାଙ୍କର ନ୍ୟାୟପାଳିକା ପରୀକ୍ଷାରେ ଏଭଳି ପ୍ରଶ୍ନ ଆସିଛି। ଯାହାର ଉତ୍ତର ମଧ୍ୟ ପରିକ୍ଷାର୍ଥୀ ରୋଚକ ଢଙ୍ଗରେ ଦେଇଛନ୍ତି। ଯାହା ଶୁଣି […]

mati tale

mati tale

Rakesh Mallick
  • Published: Sunday, 17 December 2017
  • Updated: 17 December 2017, 05:30 PM IST

Sports

Latest News

ନୂଆଦିଲ୍ଲୀ: ଆପଣ କେବେ ଏମିତି ପ୍ରଶ୍ନର ଶିକାର ହୋଇଛନ୍ତି କି? ନିଶ୍ଚିତ ହସ ଲାଗୁଥିବ। ପ୍ରଶ୍ନରେ ପୁଣି ଶିକାର ହେବାର ଭୟ କ’ଣ?  ଆଜ୍ଞା ହଁ । ଏମିତି ପ୍ରଶ୍ନ ଆମେ ପଚାରୁନୁ, ପ୍ରଶାସନିକ ସ୍ତରରେ ଉଚ୍ଚ ପାହ୍ୟା ଲାଗି ହେଉଥିବା ପରୀକ୍ଷା ବେଳେ ଏମିତି ପ୍ରଶ୍ନ ଆସୁଛି । ଆଇଏସ୍‌, ଆଇପିଏସ୍‌ ତଥା ଏହି ରାଙ୍କର ନ୍ୟାୟପାଳିକା ପରୀକ୍ଷାରେ ଏଭଳି ପ୍ରଶ୍ନ ଆସିଛି। ଯାହାର ଉତ୍ତର ମଧ୍ୟ ପରିକ୍ଷାର୍ଥୀ ରୋଚକ ଢଙ୍ଗରେ ଦେଇଛନ୍ତି। ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ୍‌।

ନିକଟରେ ନ୍ୟାୟପାଳିକାର ସିଭିଲ୍‌ ଜଜ୍‌ ପରୀକ୍ଷାରେ ଉପର ଲିଖିତ ପ୍ରଶ୍ନଟି ଆସିଥିଲା। ଏହାର ଉତ୍ତର ଜଣେ ଚତୁର ପରୀକ୍ଷାର୍ଥି ଅତି ସରଳ ଢଙ୍ଗରେ ମାତ୍ର ଗୋଟିଏ ଧାଡିରେ ଦେଇଛନ୍ତି। ସେ ଲେଖିଛନ୍ତି “ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇ ପାରିବ ନାହିଁ, ଖାଲି ଯାହା ଯୌନ ନିର୍ଯାତନା ଦିଆଯାଇପାରିବ”। ଉତ୍ତର ଶୁଣିବା ପରେ ସମ୍ଭବତଃ ଆପଣ ଏହାକୁ ଭୁଲ୍‌ ବୋଲି କହିପାରିବେ ନାହିଁ, କିନ୍ତୁ ହଠାତ୍‌ ଯଦି ଏହି ଉତ୍ତରରେ ଆପଣଙ୍କୁ ମୂଲ୍ୟାଙ୍କନ କରିବାକୁ କୁହାଯାଏ ତା ହେଲେ ଆପଣ ହରଡ଼ ଘଣାରେ ପଡିବେ।

ପ୍ରଶାସନିକ ସେବା ତଥ୍ୟା ନ୍ୟାୟପାଳିକା ପରୀକ୍ଷାରେ ଏମିତି ପ୍ରଶ୍ନ ଆସିବାର ପ୍ରମୁଖ କାରଣ କ’ଣ ଜାଣନ୍ତି କି? ବାସ୍ତବରେ ଏହି ଉଚ୍ଚପଦବୀ ଲାଗି ହେଉଥିବା ପରୀକ୍ଷାରେ ଜଣେ ବ୍ୟକ୍ତି କିଭଳି ତ୍ୱରିତ(ଘଟଣାସ୍ଥଳରେ ତତ୍‌କ୍ଷଣାତ୍‌) ନିଷ୍ପତ୍ତି ନେଉଛନ୍ତି ତାହାର ପରୀକ୍ଷା କରାଯାଇଥାଏ। ପୋଥିଗତ ଜ୍ଞାନ୍‌ ବାଦ୍‌ ଆପଣଙ୍କୁ ନିଜ ବୁଦ୍ଧି ଓ ବିବେକ ଅନୁମୋଦନ ଦ୍ୱାରା ତୁରନ୍ତ ନିଷ୍ପତ୍ତି ନେବାକୁ ପଡିଥାଏ। ଯାହାକି ସମୁହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଉଚିତ୍‌ ନିଷ୍ପତ୍ତି ହୋଇଥିବା ଅପରିହାର୍ଯ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story