ଆଜି ମହାଜାଗତିକ ଦୃଶ୍ୟ; ୪୦୦ ବର୍ଷ ପରେ ବୃହସ୍ପତି, ଶନି ଗ୍ରହର ହେବ ମହାମିଳନ

ନୂଆଦିଲ୍ଲୀ: ୪୦୦ ବର୍ଷ ପରେ ଆଜି ହେବ ବୃହସ୍ପତି ଓ ଶନି ଗ୍ରହର ମହାମିଳନ । ଆଜି ସନ୍ଧ୍ୟା ୬ଟାରେ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ । ଲୋକେ ଏହାକୁ ଖାଲି ଆଖିରେ ଦେଖିପାରିବେ। ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଅତି ନିକଟତର ହେବେ । ଶେଷଥର ପାଇଁ ୧୬ ଜୁଲାଇ ୧୬୨୩ ମସିହାରେ ଦୁଇ ଗ୍ରହର ଏଭଳି ମହାମିଳନ ଘଟିଥିଲା । କିନ୍ତୁ ମାନବ ସମାଜ ଏହାକୁ ଦେଖିପାରିନଥିଲେ । […]

JUPITER-2

JUPITER-2

Niharika Rout
  • Published: Monday, 21 December 2020
  • Updated: 21 December 2020, 07:42 AM IST

Sports

Latest News

ନୂଆଦିଲ୍ଲୀ: ୪୦୦ ବର୍ଷ ପରେ ଆଜି ହେବ ବୃହସ୍ପତି ଓ ଶନି ଗ୍ରହର ମହାମିଳନ । ଆଜି ସନ୍ଧ୍ୟା ୬ଟାରେ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ । ଲୋକେ ଏହାକୁ ଖାଲି ଆଖିରେ ଦେଖିପାରିବେ।

ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଅତି ନିକଟତର ହେବେ । ଶେଷଥର ପାଇଁ ୧୬ ଜୁଲାଇ ୧୬୨୩ ମସିହାରେ ଦୁଇ ଗ୍ରହର ଏଭଳି ମହାମିଳନ ଘଟିଥିଲା । କିନ୍ତୁ ମାନବ ସମାଜ ଏହାକୁ ଦେଖିପାରିନଥିଲେ ।

ବୃହସ୍ପତି, ସୂର୍ଯ୍ୟକୁ ପରିକ୍ରମା କରିବାକୁ ୧୧.୮୬ ବର୍ଷ ନେଉଥିବା ବେଳେ ଶନି ୨୯.୪ ବର୍ଷ ନେଇଥାଏ । ତେଣୁ ପ୍ରତି ୧୯.୮୫ ବର୍ଷରେ ରାତି ଆକାଶରେ ବୃହସ୍ପତି ଶନିକୁ ଅତିକ୍ରମ କରିଥାଏ । ଏହି ସମୟରେ ଗ୍ରହ ଦୁଇଟି ଅତି ପାଖାପାଖି ନଜର ଆସିଥାନ୍ତି । ଧୀର ଗତିଶୀଳ ଶନିକୁ ବୃହସ୍ପତି ଅତିକ୍ରମ କରୁଥିବା ଘଟଣାକୁ ମହାମିଳନ ବୋଲି କୁହାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story