କାବୁଲର ସୁରକ୍ଷାକର୍ମୀ ଏକାଡେମୀରେ ଆତ୍ମଘାତୀ ଆକ୍ରମଣ, ୩୫ ମୃତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ସୁରକ୍ଷାକର୍ମୀଙ୍କ କ୍ୱାଟର୍ସକୁ  ଟାର୍ଗେଟ୍ କରି ଗତକାଲି ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୋଟିଏ ଦିନ ମଧ୍ୟରେ ଆତଙ୍କୀ ଦ୍ୱିତୀୟ ଥର ପାଇଁ ଆକ୍ରମଣ କରିଥିଲେ। ସୂଚନାନୁସାରେ ଏହି ଆକ୍ରମଣ ସୁରକ୍ଷାକର୍ମୀଙ୍କ ପାଚେରୀ ସମ୍ମୁଖରେ ହୋଇଥିଲା। ଆକ୍ରମଣକାରୀମାନେ ପୋଲିସ ପୋଷାକ ପିନ୍ଧି ବିସ୍ଫୋରଣ କରିଥିବା ଜଣାପଡିଛି।

terrorist_

terrorist_

Rakesh Mallick
  • Published: Saturday, 08 August 2015
  • Updated: 04 May 2017, 03:45 PM IST

Sports

Latest News

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ସୁରକ୍ଷାକର୍ମୀଙ୍କ କ୍ୱାଟର୍ସକୁ  ଟାର୍ଗେଟ୍ କରି ଗତକାଲି ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୋଟିଏ ଦିନ ମଧ୍ୟରେ ଆତଙ୍କୀ ଦ୍ୱିତୀୟ ଥର ପାଇଁ ଆକ୍ରମଣ କରିଥିଲେ।

ସୂଚନାନୁସାରେ ଏହି ଆକ୍ରମଣ ସୁରକ୍ଷାକର୍ମୀଙ୍କ ପାଚେରୀ ସମ୍ମୁଖରେ ହୋଇଥିଲା। ଆକ୍ରମଣକାରୀମାନେ ପୋଲିସ ପୋଷାକ ପିନ୍ଧି ବିସ୍ଫୋରଣ କରିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story