କାହିରା: ମିଶର ସେନା ଆକ୍ରମଣରେ ୬୪ ଆତଙ୍କବାଦୀଙ୍କ ମୃତ୍ୟୁ

କାହିରା: ମିଶରର ସେନାର ସିନାଇ ପ୍ରାୟଦବିପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ବିରୋଧରେ ଚାଲିଥିବା ଅଭିଯାନରେ ୬୪ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ସେନା ଚଢାଉ କରି ଅନ୍ୟ ୨୨ ଆତଙ୍କୀଙ୍କୁ ଗିରଫ କରିଛି। ଏହି ଆକ୍ରମଣରେ ଦୁଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ଗତ ସୋମବାର ଠାରୁ ସେନା ସିନାଇର ରାଫା, ଶେଖ୍ ଜୁବେଦ୍ ଓ ଅଲ ଆରିସା କସବ ନିକଟରେ ‘ଶହିଦଙ୍କ ଅଧିକାର’ ନାମରେ ଏହି ଅଭିଯାନ ଆରମ୍ଭ […]

egypt

egypt

Rakesh Mallick
  • Published: Sunday, 13 September 2015
  • Updated: 04 May 2017, 03:44 PM IST

କାହିରା: ମିଶରର ସେନାର ସିନାଇ ପ୍ରାୟଦବିପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ବିରୋଧରେ ଚାଲିଥିବା ଅଭିଯାନରେ ୬୪ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ସେନା ଚଢାଉ କରି ଅନ୍ୟ ୨୨ ଆତଙ୍କୀଙ୍କୁ ଗିରଫ କରିଛି। ଏହି ଆକ୍ରମଣରେ ଦୁଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ଗତ ସୋମବାର ଠାରୁ ସେନା ସିନାଇର ରାଫା, ଶେଖ୍ ଜୁବେଦ୍ ଓ ଅଲ ଆରିସା କସବ ନିକଟରେ ‘ଶହିଦଙ୍କ ଅଧିକାର’ ନାମରେ ଏହି ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଜରିଆରେ ସୋମବାର ଠାରୁ ଆଜି ପର୍ଯ୍ୟନ୍ତ ୨୯୬ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ଅଭିଯାନ ମାଧ୍ୟମରେ ୪୨ଟି ବୋମା ନିଷ୍କ୍ରୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story