ନାଥୁଲା ପାସ୍ ଦେଇ କୈଳାସ ମାନସରୋବର ଯାତ୍ରା ବନ୍ଦ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୈଳାସ ନାଥୁଲା ରାସ୍ତା ଦେଇ ମାନସରୋବର ଯାତ୍ରାକୁ ବନ୍ଦ କରି ଦେଇଛନ୍ତି । ଶ୍ରଦ୍ଧାଳୁମାନେ ଏଥର ଉତ୍ତରାଖଣ୍ଡର ଲିପୁଲେକ୍ ଦେଇ କୈଳାସ ଯାତ୍ରା କରିପାରିବେ। ଏହି ଖବର ମିଳିବା ପରେ ନାଥୁଲା ଦେଇ ଯାତ୍ରା କରିବାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା। ଯାତ୍ରା ଅପେକ୍ଷାରେ ଥିବା 400ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ଅଳ୍ପକିଛି ଶ୍ରଦ୍ଧାଳୁ ଯାତ୍ରାକୁ ଅଧାରେ ରଖି […]

kailashy

kailashy

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 01:49 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୈଳାସ ନାଥୁଲା ରାସ୍ତା ଦେଇ ମାନସରୋବର ଯାତ୍ରାକୁ ବନ୍ଦ କରି ଦେଇଛନ୍ତି । ଶ୍ରଦ୍ଧାଳୁମାନେ ଏଥର ଉତ୍ତରାଖଣ୍ଡର ଲିପୁଲେକ୍ ଦେଇ କୈଳାସ ଯାତ୍ରା କରିପାରିବେ। ଏହି ଖବର ମିଳିବା ପରେ ନାଥୁଲା ଦେଇ ଯାତ୍ରା କରିବାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା। ଯାତ୍ରା ଅପେକ୍ଷାରେ ଥିବା 400ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ଅଳ୍ପକିଛି ଶ୍ରଦ୍ଧାଳୁ ଯାତ୍ରାକୁ ଅଧାରେ ରଖି ଘରକୁ ଫେରିଆସିଛନ୍ତି। ଭାରତ ଓ ଚୀନ ସେନା ମଧ୍ୟରେ ଲାଗିଥିବା ବିବାଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story