ନାଥୁରାମ ଗଡସେ ପ୍ରଥମ ' ହିନ୍ଦୁ ଉଗ୍ରବାଦୀ' କହି ଚର୍ଚ୍ଚାରେ କମଲ ହାସନ

ଚେନ୍ନାଇ: ନିର୍ବାଚନୀ ପ୍ରଚାର ବେଳେ ଧର୍ମ ଆଧାରରେ ବିବାଦୀୟ ମନ୍ତବ୍ୟ ରଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍‌ (ଏମଏନଏମ) ରାଜନୀତିକ ଦଳର ପ୍ରତିଷ୍ଠାତା କମଲ ହାସନ। ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ ପ୍ରଚାର କରୁଥିବା ବେଳେ ସେ କହିଥିଲେ, ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ଜଣେ ହିନ୍ଦୁ’। ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଉଦାହରଣ ଦେଇ ସେ ଏହା କହିଥିଲେ। ତେବେ […]

kamal-haasan

kamal-haasan

Subhransu Sekhar
  • Published: Monday, 13 May 2019
  • Updated: 16 May 2019, 08:49 AM IST

Sports

Latest News

ଚେନ୍ନାଇ: ନିର୍ବାଚନୀ ପ୍ରଚାର ବେଳେ ଧର୍ମ ଆଧାରରେ ବିବାଦୀୟ ମନ୍ତବ୍ୟ ରଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍‌ (ଏମଏନଏମ) ରାଜନୀତିକ ଦଳର ପ୍ରତିଷ୍ଠାତା କମଲ ହାସନ। ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ ପ୍ରଚାର କରୁଥିବା ବେଳେ ସେ କହିଥିଲେ, 'ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ଜଣେ ହିନ୍ଦୁ'। ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଉଦାହରଣ ଦେଇ ସେ ଏହା କହିଥିଲେ।

ତେବେ ତାମିଲନାଡୁ ବିଜେପି ସଭାପତି ତାମିଲିସାଇ ସୌନ୍ଦରାଜନ କମଲ ହାସନଙ୍କ ଏଭଳି ପ୍ରତିକ୍ରିୟାକୁ ଦୃଢ ନିନ୍ଦା କରିବା ସହିତ ଚେତାବନୀ ଦେଇଛନ୍ତି। ନାଥୁରମ ଗଡସେଙ୍କୁ 'ହିନ୍ଦୁ ଉଗ୍ରବାଦୀ' ବୋଲି କହିବା ଉଚିତ ହୋଇନାହିଁ। ଭୋଟ ବ୍ୟାଙ୍କ ପାଇଁ କମଲ ହାସନ ଯେଉଁ ମନ୍ତବ୍ୟ ରଖୁଛନ୍ତି ତାହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ହେବ ବୋଲି ତାମିଲନାଡୁ ବିଜେପି ସଭାପତି ଟ୍ୱିଟ୍ କରି କହିଛନ୍ତି।

ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ସହିତ ତାମିଲନାଡୁରେ ୪ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେଉଛି। ୪ ବିଧାନସଭା ଆସନ ମଧ୍ୟରୁ ଅରଭାକୁରିଚି ଅନ୍ୟତମ। ଏହି ଆସନରେ ନିଜ ଦଳ ଏମଏନଏମ ପ୍ରାର୍ଥୀଙ୍କ ପାଇଁ ଗତକାଲି ପ୍ରଚାର କରିବା ଅବସରରେ ଜଣେ 'ହିନ୍ଦୁ' ହିଁ ସ୍ୱାଧୀନ ଭାରତର ପ୍ରଥମ ଉଗ୍ରବାଦୀ ବୋଲି କହିଥିଲେ କମଲ ହାସନ।

ଏହି ଆସନ ମୁସଲିମ ବହୁଳ ହୋଇଥିବାରୁ ସେ ଏପରି ମନ୍ତବ୍ୟ ଦେଇ ନଥିବା କହିଛନ୍ତି କମଲ ହାସନ। ସେ ହତ୍ୟାକାଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାକୁ ଆସିଛନ୍ତି ବୋଲି କହିଛନ୍ତି। ପ୍ରତ୍ୟେକ ଭାରତୀୟ ସମାନ ଅଧିକାର ଆବଶ୍ୟକ କରେ ଏବଂ ତ୍ରିରଙ୍ଗାର ତିନୋଟି ରଙ୍ଗକୁ ସମ୍ମାନ ଦିଏ ବୋଲି କହିବା ସହ ଜଣେ ଭାରତୀୟ ବୋଲି ଗର୍ବ ଅନୁଭବ କରନ୍ତି ବୋଲି ସେ କହିଛନ୍ତି।

ପୂର୍ବରୁ ହିନ୍ଦୁ ସଂଗଠନ ହିଂସା, ଉଗ୍ରବାଦକୁ ପ୍ରଶ୍ରୟ ଦେଉନଥିଲେ ବରଂ ପ୍ରତିପକ୍ଷଙ୍କ ସହ କେବଳ କଥାରେ କଥାରେ ଯାହା କହୁଥିଲେ। ହେଲେ ଏବେ ସେମାନେ ହିଂସା, ମାଡ଼ପିଟର ଆଶ୍ରୟ ନେଉଛନ୍ତି ବୋଲି କମଲ ହାସନ ପ୍ରଚାର ବେଳେ କହିଥିଲେ।

ଚଳିତ ସାଧାରଣ ନିର୍ବାଚନରେ କମଲ ହାସନଙ୍କ ଦଳ ପ୍ରଥମ ଥର ପାଇଁ ତାମିଲନାଡୁର ସମସ୍ତ ୩୯ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି। ଗତବର୍ଷ ଫେବୃଆରୀ ମାସରେ ମକ୍କଲ ନୀଧି ମଇୟମ୍‌ (ଏମଏନଏମ) ନାମରେ ରାଜନୀତିକ ଦଳ ଗଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story