ଅଗ୍ନିକାଣ୍ଡ ପରେ ଚେତା ପଶିଲା, ଲୋୟର ପାରେଲ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ

ମୁମ୍ୱାଇ: ୧୪ ଜଣଙ୍କ ମୃତ୍ୟୁ ପରେ ଚେତିଛି ବୃହତ ମୁମ୍ବାଇ ନଗର ନିଗମ। କମଳା ମିଲ୍ସ ଅଞ୍ଚଳରେ  ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଉଛି। ଭଙ୍ଗା ଯାଇଛି ଶହ ଶହ ଫୁଟ୍ ଜମିରେ ନିର୍ମାଣ ହୋଇଥିବା ରେଷ୍ଟୁରାଣ। ସେପଟେ କମଳା ମିଲ୍ସ ଅଗ୍ନିକାଣ୍ଡ ପାଇଁ ରେଷ୍ଟୁରେଣ୍ଟ ମାଲିକଙ୍କୁ ଅଭିଯୁକ୍ତ ଦର୍ଶାଇଛି ପୋଲିସ ଲୁକ୍ ଆଉଟ ନୋଟିସ୍ ଜାରି କରି ତଲାସୀ ଆରମ୍ଭ କରିଛି। ଗତକାଲି ମିଲ୍ସ ପରିସରରେ ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସୂଚନାଯୋଗ୍ୟ, ମୁମ୍ବାଇ […]

dc-Cover-fp3u5it1ne24l739930nj53s87-20171230193820.Medi

Rakesh Mallick
  • Published: Saturday, 30 December 2017
  • Updated: 30 December 2017, 09:15 PM IST

Sports

Latest News

ମୁମ୍ୱାଇ: ୧୪ ଜଣଙ୍କ ମୃତ୍ୟୁ ପରେ ଚେତିଛି ବୃହତ ମୁମ୍ବାଇ ନଗର ନିଗମ। କମଳା ମିଲ୍ସ ଅଞ୍ଚଳରେ  ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଉଛି। ଭଙ୍ଗା ଯାଇଛି ଶହ ଶହ ଫୁଟ୍ ଜମିରେ ନିର୍ମାଣ ହୋଇଥିବା ରେଷ୍ଟୁରାଣ। ସେପଟେ କମଳା ମିଲ୍ସ ଅଗ୍ନିକାଣ୍ଡ ପାଇଁ ରେଷ୍ଟୁରେଣ୍ଟ ମାଲିକଙ୍କୁ ଅଭିଯୁକ୍ତ ଦର୍ଶାଇଛି ପୋଲିସ ଲୁକ୍ ଆଉଟ ନୋଟିସ୍ ଜାରି କରି ତଲାସୀ ଆରମ୍ଭ କରିଛି। ଗତକାଲି ମିଲ୍ସ ପରିସରରେ ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ, ମୁମ୍ବାଇ କମଳା ମିଲ୍ସରେ ଅଗ୍ନିକାଣ୍ଡ ପରେ ବିଏମ୍‌ସିର ଖାମଖିଆଲ ନୀତି ପଦାରେ ପଡ଼ିଛି ।  ବାରମ୍ବାର ଅଭିଯୋଗ ସତ୍ତ୍ୱେ କମଳା ମିଲ୍ସରେ ବେଆଇନ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି। ଗତକାଲି  ରେଷ୍ଟୁରେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଥିଲେ ଜଣେ ଓଡିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story