କମଲେଶ ହତ୍ୟାକାଣ୍ଡ: ଫେକ୍‌ ଆଇଡି ଖୋଲି ବନ୍ଧୁତା କରିଥିଲା ଅଭିଯୁକ୍ତ ଅଶଫାକ୍‌

ନୂଆଦିଲ୍ଲୀ: ହିନ୍ଦୁବାଦୀ ନେତା କମଲେଶ ତିୱାରୀଙ୍କ ହତ୍ୟାକାଣ୍ଡ ବାବଦରେ ବହୁ ଅକୁହା କଥା ବର୍ତ୍ତମାନ ସାମ୍ନାକୁ ଆଣୁଛି ପୁଲିସ୍‌। ମିଳିଥିବା ସୂଚନର ଅନୁଯାୟୀ, ଏହି ହିନ୍ଦୁ ସମାଜ ପାର୍ଟି ନେତାଙ୍କୁ ହତ୍ୟା କରିବା ଆଗରୁ ଅଶଫାକ୍‌ ନାମକ ଜଣେ ଅଭିଯୁକ୍ତ ଏକ ହିନ୍ଦୁ ନାମ ‘ରୋହିତ ସୋଲାଙ୍କି’ ନାମରେ ଫେସବୁକ୍‌ରେ ଏକ ଫେକ୍‌ଆଇଡି ଖୋଲିଥିଲା। ଏହି ଆଇଡି ଯୋଗେ ହିଁ କମଲେଶଙ୍କ ସହ ବନ୍ଧୁତା କରିଥିଲା। ଏହି ଫେସବୁକ୍‌ ଆଇଡି ଜରିଆରେ ଅଶଫାକ୍‌ କମଲେଶ ତିୱାରୀଙ୍କ ସହ […]

ashfaq

ashfaq

Subrat Kumar Nayak
  • Published: Sunday, 20 October 2019
  • Updated: 20 October 2019, 09:07 PM IST

Sports

Latest News

ନୂଆଦିଲ୍ଲୀ: ହିନ୍ଦୁବାଦୀ ନେତା କମଲେଶ ତିୱାରୀଙ୍କ ହତ୍ୟାକାଣ୍ଡ ବାବଦରେ ବହୁ ଅକୁହା କଥା ବର୍ତ୍ତମାନ ସାମ୍ନାକୁ ଆଣୁଛି ପୁଲିସ୍‌। ମିଳିଥିବା ସୂଚନର ଅନୁଯାୟୀ, ଏହି ହିନ୍ଦୁ ସମାଜ ପାର୍ଟି ନେତାଙ୍କୁ ହତ୍ୟା କରିବା ଆଗରୁ ଅଶଫାକ୍‌ ନାମକ ଜଣେ ଅଭିଯୁକ୍ତ ଏକ ହିନ୍ଦୁ ନାମ ‘ରୋହିତ ସୋଲାଙ୍କି’ ନାମରେ ଫେସବୁକ୍‌ରେ ଏକ ଫେକ୍‌ଆଇଡି ଖୋଲିଥିଲା। ଏହି ଆଇଡି ଯୋଗେ ହିଁ କମଲେଶଙ୍କ ସହ ବନ୍ଧୁତା କରିଥିଲା।

ଏହି ଫେସବୁକ୍‌ ଆଇଡି ଜରିଆରେ ଅଶଫାକ୍‌ କମଲେଶ ତିୱାରୀଙ୍କ ସହ ଘନିଷ୍ଠ ହୋଇଥିଲା। ନିୟମିତ ଦୁହେଁ କଥାବାର୍ତ୍ତା କରୁଥିଲେ। ହତ୍ୟା ପୂର୍ବରୁ ଅଶଫାକ୍‌ ଓରଫ୍‌ ରୋହିତ କମଲେଶଙ୍କ ସଂଗଠନରେ ମିଶିବା ପାଇଁ ରାଜି ହେବାରୁ ଦୁହେଁ ଫୋନ୍‌ରେ କଥା ହୋଇଥିଲେ। ଏହି କଥାବାର୍ତ୍ତାରୁ ହିଁ ଉଭୟଙ୍କ ଭେଟ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା।

କମଲେଶ ତିୱାରୀଙ୍କ ଘରେ କାମ କରୁଥିବା ସ୍ୱରଜିତ ସିଂହ ଗଣମାଧ୍ୟମକୁ କହିବା ଅନୁଯାୟୀ, ହତ୍ୟାକାରୀ କମଲେଶଙ୍କ ପାଖକୁ ଆସିବା ପୂର୍ବରୁ ୧୦ ମିନିଟ୍‌ ଯାଏ କଥା ହୋଇଥିଲେ। ଏହି ଭେଟ ବାବଦରେ ନିଷ୍ପତ୍ତି ହେବା ପରେ ଅଶଫାକ୍‌ କମଲେଶଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଦୁହେଁ ସେଠାରେ ୩୦ ମିନିଟ୍‌ ଧରି କଥା ହୋଇଥିଲେ। ଏହାପରେ ଅଭିଯୁକ୍ତ ସ୍ୱରଜିତଙ୍କୁ ସିଗାରେଟ୍‌ ଆଣିବାକୁ ପଠାଇ ଦେଇ କମଲେଶଙ୍କ ଉପରେ ଆକ୍ରମଣ କରିଥିଲା। ତିୱାରୀଙ୍କ କାର୍ଯ୍ୟାଳୟକୁ ଅଶଫାକ୍‌ ଏବଂ ତାଙ୍କ ସହଯୋଗୀ ମିଠା ପ୍ୟାକେଟ୍‌ ଭିତରେ ଛୁରି ଏବଂ ବନ୍ଧୁକ ନେଇ ଆସିଥିଲେ। ଏଥିରେ ହିଁ ହତ୍ୟାକାଣ୍ଡ ଭିଆଇଥିବା କୁହାଯାଉଛି।

ଅନ୍ୟପକ୍ଷରେ, ଆଜି କମଲେଶ ତିୱାରୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଜି ତିୱାରୀଙ୍କ ମା’, ପତ୍ନୀ ଏବଂ ପୁଅ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନଠାରେ ୩୦ ମିନିଟ୍‌ ଧରି ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ହିନ୍ଦୁତ୍ୱ ସମର୍ଥନରେ ବହୁ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାରେ ରହିଆସିଥିଲେ। ତେବେ ୨୦୧୫ ମସିହାରେ ପ୍ରଫେଟ୍‌ ମହମ୍ମଦଙ୍କ ବାବଦରେ ସେ ଦେଇଥିବା ମନ୍ତବ୍ୟ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।

ତେବେ ତାଙ୍କ ହତ୍ୟା ପରେ ତାଙ୍କର ଅନ୍ତିମ ସଂସ୍କାର ବିଳମ୍ବିତ ହୋଇଥିଲା। ତିୱାରୀଙ୍କ ପରିବାର ଲୋକେ ୯ଟି ଦାବି ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍‌ ଧରିଥିଲେ। ସେମାନେ ଏନ୍‌ଆଇଏ ତଦନ୍ତ, ଜଣଙ୍କୁ ସରକାରୀ ଚାକିରି ଏବଂ ସୁରକ୍ଷା ଆଦି ଦାବି କରିଥିଲେ।

ଏହାପରେ ତିୱାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଯୋଗୀ ଏହି ହତ୍ୟାକାଣ୍ଡକୁ ‘ଭୟ ସୃଷ୍ଟି’ ଉଦ୍ଦିଷ୍ଟ ବୋଲି କହିଥିଲେ। ସେ କହିଥିଲେ, ଏହି ମାମଲାରେ ୫ ଜଣଙ୍କୁ ପୁଲିସ୍‌ ହେପାଜତକୁ ନିଆଯାଇଛି। ୩ ଜଣଙ୍କୁ ଗୁଜରାଟରୁ ଏବଂ ୨ ଜଣଙ୍କୁ ଉତ୍ତରପ୍ରଦେଶରୁ ପୁଲିସ୍‌ ନିଜ ହେପାଜତକୁ ଆଣିଛି। ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି।

ତେବେ କମଲେଶଙ୍କ ମା କୁସୁମ ତିୱାରୀ ଯୋଗୀଙ୍କ ସହ ବୈଠକରେ ହୋଇଥିବା ଆଲୋଚନାରେ ସନ୍ତୁଷ୍ଟ ହୋଇନାହାନ୍ତି। ସେ କହିଛନ୍ତି ଚାପରେ ପଡ଼ି ସେ ଯୋଗୀଙ୍କୁ ଭେଟିବାକୁ ଯାଇଥିଲେ। ଯୋଗୀଙ୍କୁ ଭେଟିବା ପାଇଁ ପୁଲିସ୍‌ ତାଙ୍କ ଉପରେ ଚାପ ପକାଇଥିବା ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story