ପ୍ରଫେଟ୍‌ ମହମ୍ମଦଙ୍କୁ ନେଇ ମନ୍ତବ୍ୟ କାରଣରୁ ହୋଇଥିଲା ଯୋଜନାବଦ୍ଧ ହତ୍ୟା: ୟୁପି ପୁଲିସ୍‌

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡ ମାମଲାରେ ମୁହଁ ଖୋଲିଛନ୍ତି ଉତ୍ତରପ୍ରଦେଶ ପୁଲିସ୍ ଡିଜିପି ଓପି ସିଂହ। ଲକ୍ଷ୍ନୌଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ହତ୍ୟା ପଛର କାରଣ ବାବଦରେ କହିଛନ୍ତି। ସେ କହିଛନ୍ତି, ଏହି ହିନ୍ଦୁ ସମାଜ ପାର୍ଟି ନେତା ୨୦୧୫ ମସିହାରେ ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ଏଭଳି ହତ୍ୟା କରାଯାଇଥିଲା। କମଲେଶଙ୍କ ମନ୍ତବ୍ୟ କାରଣରୁ ହତ୍ୟାକାରୀମାନେ କ୍ରୋଧିତ ହୋଇ ଏପରି କାଣ୍ଡ ଘଟାଇଥିଲେ। ଏହା […]

kamlesh

kamlesh

Subrat Kumar Nayak
  • Published: Saturday, 19 October 2019
  • Updated: 19 October 2019, 03:55 PM IST

Sports

Latest News

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡ ମାମଲାରେ ମୁହଁ ଖୋଲିଛନ୍ତି ଉତ୍ତରପ୍ରଦେଶ ପୁଲିସ୍ ଡିଜିପି ଓପି ସିଂହ। ଲକ୍ଷ୍ନୌଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ହତ୍ୟା ପଛର କାରଣ ବାବଦରେ କହିଛନ୍ତି। ସେ କହିଛନ୍ତି, ଏହି ହିନ୍ଦୁ ସମାଜ ପାର୍ଟି ନେତା ୨୦୧୫ ମସିହାରେ ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ଏଭଳି ହତ୍ୟା କରାଯାଇଥିଲା। କମଲେଶଙ୍କ ମନ୍ତବ୍ୟ କାରଣରୁ ହତ୍ୟାକାରୀମାନେ କ୍ରୋଧିତ ହୋଇ ଏପରି କାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଓପି ସିଂହ କହିଛନ୍ତି, ଉତ୍ତରପ୍ରଦେଶ ଏବଂ ଗୁଜରାଟ ପୁଲିସ୍ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ନାମ ମୌଲାନା ମୋହସିନ୍ ଶେଖ୍, ଫୈଜନ୍ ଏବଂ ଖୁର୍ସିଦ୍ ଅହମ୍ମଦ ପଠାନ୍ ବୋଲି ଜଣାପଡ଼ିଛି। ଅନ୍ୟ ୨ ଜଣଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା ଆରମ୍ଭ କରାଯାଇଛି। ଏଥିରେ ୨ ଜଣଙ୍କ ନାମ ଷଡ଼ଯନ୍ତ୍ରକାରୀ ଭାବେ ଉଲ୍ଲେଖ କରାଯାଇଛି। ସେମାନଙ୍କ ନାମ ମୌଲାନା ଅନୱରୁଲ ହକ୍ ଏବଂ ମୁଫ୍‌ତି ନଇମ୍ କାଜ୍‌ମି ବୋଲି ଜଣାପଡ଼ିଛି। ଏହି ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ତେବେ ଏହି ଘଟଣା ପଛରେ ଆତଙ୍କବାଦୀ ଲିଙ୍କ ବାବଦରେ ଯଦିଓ ଆରମ୍ଭରୁ ଚର୍ଚ୍ଚା ହେଉଥିଲା କୌଣସି ପ୍ରମାଣ ମିଳିନାହିଁ। ଓପି ସିଂହ ଏହି ପ୍ରସଙ୍ଗରେ କହିଛନ୍ତି, ପ୍ରାଥମିକ ପଚରାଉଚରାରେ ଏହି ୩ ଜଣଙ୍କର ଅପରାଧିକ ରେକର୍ଡ ଥିବା ଏଯାଏ ସ୍ପଷ୍ଟ ହୋଇପାରିନି। ଯଦି ଆବଶ୍ୟକ ପଡ଼େ ଆମେ ରିମାଣ୍ଡରେ ନେବୁ ଏବଂ ଉତ୍ତରପ୍ରଦେଶ ଆଣି ପଚରାଉଚରା କରିବୁ। ବର୍ତ୍ତମାନ ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍ ସହିତ ମିଳିତ ଭାବେ ଉତ୍ତରପ୍ରଦେଶ ପୁଲିସ୍ ଏହାର ତଦନ୍ତ କରୁଛି।

ଖୁବ୍ କମ୍ ଚର୍ଚ୍ଚାରେ ଥିବା ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶଙ୍କୁ ତାଙ୍କ ଘରେ ହିଁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଲକ୍ଷ୍ନୌର ଖୁର୍ସେଦ୍ ବାଗସ୍ଥିତ ତାଙ୍କ ଘରଠାରେ ଏଭଳି କାଣ୍ଡ ଘଟିଥିଲା। ଏହେପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରୁଥିବା ଏବଂ ଅନ୍ୟ କିଛି ଅଭିଯୋଗ ଆଣି ବେଶ ତମ୍ବିତୋଫାନ୍ ହୋଇଥିଲା। ଗତକାଲି ତାଙ୍କର ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story