ପୋଲିସ ପାଖରୁ ବନ୍ଧୁକ ଛଡାଇ ନେଲେ ଆତଙ୍କବାଦୀ

ଜମ୍ମୁ: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଘଟିଛି ଆତଙ୍କବାଦୀ ଆକ୍ରମଣ। ସ୍ଥାନୀୟ ଟିଭି ଟାୱାରର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ କର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରି ସେମାନଙ୍କ ନିକଟରୁ ପାଞ୍ଚଟି ବନ୍ଧୁକ ଛଡ଼ାଇ ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆତଙ୍କୀ ଆକ୍ରମଣ ପରେ ସୁରକ୍ଷା କର୍ମୀମାନେ ସଂପୃକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଗତକାଲି ସକାଳେ ପାକିସ୍ତାନ ପକ୍ଷରୁ ଏଲଓସି ନିକଟ ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଥିଲା।

defence650

defence650

Rakesh Mallick
  • Published: Monday, 17 October 2016
  • Updated: 17 October 2016, 03:53 PM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଘଟିଛି ଆତଙ୍କବାଦୀ ଆକ୍ରମଣ। ସ୍ଥାନୀୟ ଟିଭି ଟାୱାରର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ କର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରି ସେମାନଙ୍କ ନିକଟରୁ ପାଞ୍ଚଟି ବନ୍ଧୁକ ଛଡ଼ାଇ ନେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆତଙ୍କୀ ଆକ୍ରମଣ ପରେ ସୁରକ୍ଷା କର୍ମୀମାନେ ସଂପୃକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଗତକାଲି ସକାଳେ ପାକିସ୍ତାନ ପକ୍ଷରୁ ଏଲଓସି ନିକଟ ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story