କନ୍ୟାକୁମାରୀ-ବାଙ୍ଗାଲୋର ସିଟି ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ, ୨୦ରୁ ଅଧିକ ଆହତ

ଭେଲୋର: ବେଙ୍ଗଲୁରୁ ଅଭିମୁଖେ ଯାଉଥିବା କନ୍ୟାକୁମାରୀ-ବାଙ୍ଗାଲୋର ସିଟି ଏକ୍ସପ୍ରେସର ୧୧ଟି ବଗି ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳେ  ତାମିଲନାଡୁର ସୋମାନାୟକନପଟ୍ଟି ଓ ପଟଚୁର ମଧ୍ୟରେ ଲାଇନ୍‌ଚ୍ୟୁତ ହୋଇଛି। ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ରେଳବାଇର ଜଣେ ମୁଖପାତ୍ର କହିଛନ୍ତି। ବେଙ୍ଗଲୁରୁଠାରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଉକ୍ତ ରୁଟରେ  ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୧୫ରୁ ଅଧିକ […]

train

train

Rakesh Mallick
  • Published: Friday, 05 February 2016
  • Updated: 05 February 2016, 07:02 AM IST

Sports

Latest News

ଭେଲୋର: ବେଙ୍ଗଲୁରୁ ଅଭିମୁଖେ ଯାଉଥିବା କନ୍ୟାକୁମାରୀ-ବାଙ୍ଗାଲୋର ସିଟି ଏକ୍ସପ୍ରେସର ୧୧ଟି ବଗି ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳେ  ତାମିଲନାଡୁର ସୋମାନାୟକନପଟ୍ଟି ଓ ପଟଚୁର ମଧ୍ୟରେ ଲାଇନ୍‌ଚ୍ୟୁତ ହୋଇଛି। ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ରେଳବାଇର ଜଣେ ମୁଖପାତ୍ର କହିଛନ୍ତି। ବେଙ୍ଗଲୁରୁଠାରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଉକ୍ତ ରୁଟରେ  ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୧୫ରୁ ଅଧିକ ଟ୍ରେନକୁ ସଂପୂର୍ଣ୍ଣ ଅବା ସାମୟିକ ପାଇଁ ବାତିଲ କରାଯାଇଛି। ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନ ଥିବା ସ୍ଥାନୀୟ ପୋଲିସ୍ କହିଛି।

ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହେବାର କାରଣ ଜଣାପଡ଼ି ନାହିଁ। ତେବେ ରେଳ ଧାରଣାରେ ଫାଟ ଯୋଗୁଁ ଏପରି ହୋଇଥିବା କୁହାଯାଇଛି। ରେଳବାଇର ଜଣେ ମୁଖପାତ୍ର କହିଛନ୍ତି ଯେ ଟ୍ରେନ୍ ଲାଇନ୍‌ଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story