କରାଚିରେ ରହିଛି ଅଣ୍ଡରୱାର୍ଲଡ ଡନ୍ ଦାଉଦ୍

ନୂଆଦିଲ୍ଲୀ: ୧୯୯୩ ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତ ଅଣ୍ଡରୱାର୍ଲଡ ଦାଉଦ ଇବ୍ରାହିମ୍ ପାକିସ୍ତାନରେ ରହିଛି। ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସିକୁ ପ୍ରମାଣ ମିଳିଛି। ଏପରିକି ସେ ରହୁଥିବା ଘରର ଠିକଣା, ତାର ଫୋନ ବିଲ, ପାସପୋର୍ଟ ସମ୍ପର୍କରେ ଭାରତୀୟ ସୁରକ୍ଷା ଏଜେନସି ପ୍ରମାଣ ସଂଗ୍ରହ କିରଛି। ତେଣୁ ଆସନ୍ତା ସୋମବାର ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ଆଲୋଚନା ବେଳେ ଏ ପ୍ରସଙ୍ଗ ସ୍ଥାନ ପାଇବ। ଏଥିସହ ଭାରତୀୟ ସୁରକ୍ଷା ପରାମର୍ଶଦାତା […]

2447889500000578-0-image-a-55_1419635179800

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 07:58 AM IST

Sports

Latest News

ନୂଆଦିଲ୍ଲୀ: ୧୯୯୩ ବିସ୍ପୋରଣର ମୁଖ୍ୟ ଅଭିଯୁକ୍ତ ଅଣ୍ଡରୱାର୍ଲଡ ଦାଉଦ ଇବ୍ରାହିମ୍ ପାକିସ୍ତାନରେ ରହିଛି। ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସିକୁ ପ୍ରମାଣ ମିଳିଛି। ଏପରିକି ସେ ରହୁଥିବା ଘରର ଠିକଣା, ତାର ଫୋନ ବିଲ, ପାସପୋର୍ଟ ସମ୍ପର୍କରେ ଭାରତୀୟ ସୁରକ୍ଷା ଏଜେନସି ପ୍ରମାଣ ସଂଗ୍ରହ କିରଛି। ତେଣୁ ଆସନ୍ତା ସୋମବାର ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ଆଲୋଚନା ବେଳେ ଏ ପ୍ରସଙ୍ଗ ସ୍ଥାନ ପାଇବ। ଏଥିସହ ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡାଭୋଲ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ସରତାଜା ଅଜିଜଙ୍କ ସହ ଦାଉଦକୁ ହସ୍ତାନ୍ତର ପ୍ରସଙ୍ଗ ନେଇ ଆଲୋଚନା କରିବା ସହ ପାକିସ୍ତାନ ଆଗରେ ଦାବି ରଖିବେ। ଦାଉଦ ପାକିସ୍ତାନରେ ନ ଥିବା କଥା ଏ ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ କୁହାଯାଉଥିଲା। କିନ୍ତୁ ସେ କରାଚିରେ ରହୁଥିବା ନେଇ ପ୍ରମାଣ ମିଳିଥିବାରୁ  ଭାରତ ଏନଏସଏ ସ୍ତରୀୟ ଆଲୋଚନାରେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ୧୯୯୩ ମୁମ୍ୱାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦକୁ ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦୀ ଘୋଷଣା କରାଯାଇଥିବା ବେଳେ ଇଣ୍ଟରପୋଲ ପକ୍ଷରୁ ତା ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ମଧ୍ୟ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story