୨୩ କୋଟି ଟଙ୍କାର ଲଟେରୀ ଜିତିଲେ କର୍ଣ୍ଣାଟକ ଯୁବକ

ମାଙ୍ଗାଲୋର: ଜଣେ ୨୪ ବର୍ଷ ବୟସ୍କ ଯୁବକ ୨୩ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ସେ ଆବୁଧାବି ବୃହତ ଲଟେରୀରେ ଏହି ସଫଳତା ପାଇଛନ୍ତି। ସେ ଜିତିଥିବା ଅର୍ଥର ପରିମାଣ ୧୨ ମିଲିଅନ୍‌ ୟୁଏଇ ଦିରହାମ୍‌ ବା ୨୩ କୋଟି ଟଙ୍କା। ମହମ୍ମଦ୍‌ ଫୟାଜ୍‌ ଜେଏ ନାମକ ଏହି ଯୁବକ ଦୁବାଇରେ କାମ କରିବାକୁ ସବୁବେଳେ ଆଗ୍ରହୀ ଥିଲେ। କିନ୍ତୁ କେବେ ସାଉଦି ଯାଇନଥିଲେ। ସେ ପାସ୍‌ପୋର୍ଟ ପାଇଥିଲେ ମଧ୍ୟ ଯାଇପାରିନଥିଲେ। ସେ ମୁମ୍ବାଇରେ ଏକ ଚାକିରି […]

golf

golf

Subrat Kumar Nayak
  • Published: Saturday, 05 October 2019
  • Updated: 05 October 2019, 04:20 PM IST

Sports

Latest News

ମାଙ୍ଗାଲୋର: ଜଣେ ୨୪ ବର୍ଷ ବୟସ୍କ ଯୁବକ ୨୩ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ସେ ଆବୁଧାବି ବୃହତ ଲଟେରୀରେ ଏହି ସଫଳତା ପାଇଛନ୍ତି। ସେ ଜିତିଥିବା ଅର୍ଥର ପରିମାଣ ୧୨ ମିଲିଅନ୍‌ ୟୁଏଇ ଦିରହାମ୍‌ ବା ୨୩ କୋଟି ଟଙ୍କା।

ମହମ୍ମଦ୍‌ ଫୟାଜ୍‌ ଜେଏ ନାମକ ଏହି ଯୁବକ ଦୁବାଇରେ କାମ କରିବାକୁ ସବୁବେଳେ ଆଗ୍ରହୀ ଥିଲେ। କିନ୍ତୁ କେବେ ସାଉଦି ଯାଇନଥିଲେ। ସେ ପାସ୍‌ପୋର୍ଟ ପାଇଥିଲେ ମଧ୍ୟ ଯାଇପାରିନଥିଲେ। ସେ ମୁମ୍ବାଇରେ ଏକ ଚାକିରି ପାଇଯାଇଥିଲେ। କିନ୍ତୁ ସେ ସାଉଦି ଲଟେରି ଟିକେଟ୍‌ ଅନ୍‌ଲାଇନ୍‌ରେ କିଣିବା ଜାରି ରଖିଥିଲେ। ଏଥର ଆଶା କରିଥିଲେ ଅତିକମ୍‌ରେ ଟିକେଟ୍‌ ଟଙ୍କା ଉଠିଯାଉ।

କିନ୍ତୁ ଏହି କମର୍ସ ଗ୍ରାଜୁଏଟ୍‌ ଜଣକ ଜାଣିନଥିଲେ ଏକାଥରେ ୨୩ କୋଟି ଟଙ୍କା ଜିତିଯିବେ ବୋଲି। ସେ ଏତେ ଟଙ୍କା ପାଇଥିଲେ ମଧ୍ୟ ବର୍ତ୍ତମାନର ଚାକିରି ଛାଡ଼ିବେ ନାହିଁ। କାରଣ ବର୍ତ୍ତମାନର ଚାକିରିଟି ତାଙ୍କ ପାଇଁ ଶୁଭ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story