ସ୍ଥିତି ନ ସୁଧୁରିବା ଯାଏ କଶ୍ମୀରରେ ବିକ୍ଷୋଭକୁ ନା

ଶ୍ରୀନଗର: ସ୍ଥିତି ନ ସୁଧୁରିବା ଯାଏ କଶ୍ମୀରରେ ଧାରଣା ସମେତ କୌଣସି ପ୍ରକାର ବିରୋଧ ପ୍ରଦର୍ଶନ କରାଯାଇପାରିବ ନାହିଁ। କଶ୍ମୀରରେ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ବୋଲି କଶ୍ମୀର ପୁଲିସ୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ ଏବଂ ଝିଅ ଜମ୍ମୁ-କଶ୍ମୀର ୩୭୦ ଧାରା ଉଚ୍ଛେଦକୁ ନେଇ ବିକ୍ଷୋଭ କରିବାରୁ ଗିରଫ ହୋଇଥିଲେ। ୬୦ରୁ ୮୦ ବର୍ଷ ବୟସ ବର୍ଗର କିଛି ମହିଳା ଏକାଡେମିସିଆନ୍‌ ଏବଂ ସାମାଜିକ କର୍ମୀଙ୍କୁ ଏହି […]

kashmir

kashmir

Subrat Kumar Nayak
  • Published: Saturday, 19 October 2019
  • Updated: 19 October 2019, 04:36 PM IST

Sports

Latest News

ଶ୍ରୀନଗର: ସ୍ଥିତି ନ ସୁଧୁରିବା ଯାଏ କଶ୍ମୀରରେ ଧାରଣା ସମେତ କୌଣସି ପ୍ରକାର ବିରୋଧ ପ୍ରଦର୍ଶନ କରାଯାଇପାରିବ ନାହିଁ। କଶ୍ମୀରରେ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ବୋଲି କଶ୍ମୀର ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ ଏବଂ ଝିଅ ଜମ୍ମୁ-କଶ୍ମୀର ୩୭୦ ଧାରା ଉଚ୍ଛେଦକୁ ନେଇ ବିକ୍ଷୋଭ କରିବାରୁ ଗିରଫ ହୋଇଥିଲେ। ୬୦ରୁ ୮୦ ବର୍ଷ ବୟସ ବର୍ଗର କିଛି ମହିଳା ଏକାଡେମିସିଆନ୍‌ ଏବଂ ସାମାଜିକ କର୍ମୀଙ୍କୁ ଏହି ବିକ୍ଷୋଭସ୍ଥଳରୁ ଗିରଫ କରି ଗୁରୁବାର ଛାଡ଼ିଦିଆଯାଇଥିଲା।

ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ ଦିଲବାଗ ସିଂହ କହିଛନ୍ତି, ଏଭଳି ବିକ୍ଷୋଭ ପାଇଁ ଅନୁମତି ଦେବା ଆଗରୁ ଆମକୁ ସ୍ଥିତି ସ୍ୱାଭାବିକ କରିବାକୁ ପ୍ରୟାସ କରିବାକୁ ହେବ। ସେ କହିଥିଲେ, ଏହି ମହିଳାମାନେ ବ୍ୟବହାର କରିଥିବା କିଛି ପ୍ଲାକାର୍ଡ ‘ଠିକ୍‌ ନଥିଲା’ ଏବଂ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିଲା। ତେଣୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଲା।

ସେଦିନ ଗିରଫ ହୋଇଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ ସୁରେୟା ଅବଦୁଲ୍ଲା, ତାଙ୍କ ଝିଅ ସାଫିଆ ଅବଦୁଲ୍ଲା ଖାନ୍‌ ଏବଂ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟ ବିଚାରପତି ବଶିର ଅହମ୍ମଦ ଖାନ୍‌ଙ୍କ ପତ୍ନୀ ହୱା ବଶିର ଆଦି ଥିଲେ। ପୁଲିସ୍‌ ପକ୍ଷରୁ କୁହାଯାଇଛି, କେବଳ ଆମ ମନ୍ତବ୍ୟର ଶବ୍ଦ ନୁହେଁ ପ୍ଲାକାର୍ଡ ମଧ୍ୟ ହିଂସା ପାଇଁ ଉସକାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story