ପୁଲିସ୍‌ ଗୋଡ଼ାଇଲା ବୋଲି ଝେଲମ୍‌ ନଦୀକୁ ଡେଇଁପଡ଼ିଲେ କଶ୍ମିରୀ ବିକ୍ଷୋଭକାରୀ

ଶ୍ରୀନଗର: ଶ୍ରୀନଗରରେ ପୁଲିସ୍‌ କବଳରୁ ବଞ୍ଚିବା ପାଇଁ ଜଣେ କଶ୍ମିରୀ ବିକ୍ଷୋଭକାରୀ ଝେଲମ୍‌ ନଦୀକୁ ଡେଇଁପଡ଼ିଥିବା ଖବର ଏବେ ଚର୍ଚ୍ଚାରେ ରହିଛି। ଏହି ଘଟଣା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୩୭୦ ଉଚ୍ଛେଦ ବାବଦରେ ଘୋଷଣା କରିବା ପୂର୍ବରୁ ହିଁ ସୋମବାର ଏଭଳି ଘଟଣା ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀଙ୍କ ଉପରେ ଢେଲା ମାଡ଼ କରୁଥିବା ୩ ଜଣ ବିକ୍ଷୋଭକାରୀଙ୍କୁ ସେଦିନ ପୁଲିସ୍‌ ଗୋଡ଼ାଉଥିଲା। ଏହି ସମୟରେ ଜଣେ ବିକ୍ଷୋଭକାରୀ ଝେଲମ୍‌ ନଦୀକୁ ଡେଇଁପଡ଼ିବାର […]

144

144

Subrat Kumar Nayak
  • Published: Wednesday, 07 August 2019
  • Updated: 07 August 2019, 09:42 PM IST

Sports

Latest News

ଶ୍ରୀନଗର: ଶ୍ରୀନଗରରେ ପୁଲିସ୍‌ କବଳରୁ ବଞ୍ଚିବା ପାଇଁ ଜଣେ କଶ୍ମିରୀ ବିକ୍ଷୋଭକାରୀ ଝେଲମ୍‌ ନଦୀକୁ ଡେଇଁପଡ଼ିଥିବା ଖବର ଏବେ ଚର୍ଚ୍ଚାରେ ରହିଛି। ଏହି ଘଟଣା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୩୭୦ ଉଚ୍ଛେଦ ବାବଦରେ ଘୋଷଣା କରିବା ପୂର୍ବରୁ ହିଁ ସୋମବାର ଏଭଳି ଘଟଣା ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀଙ୍କ ଉପରେ ଢେଲା ମାଡ଼ କରୁଥିବା ୩ ଜଣ ବିକ୍ଷୋଭକାରୀଙ୍କୁ ସେଦିନ ପୁଲିସ୍‌ ଗୋଡ଼ାଉଥିଲା। ଏହି ସମୟରେ ଜଣେ ବିକ୍ଷୋଭକାରୀ ଝେଲମ୍‌ ନଦୀକୁ ଡେଇଁପଡ଼ିବାର ତା’ର ମୃତ୍ୟୁ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ କିଛି ସ୍ଥାନରେ ପଥର ମାଡ଼ ଜାରି ରହିଛି। ଏହି କାରଣରୁ ୨ ଜଣ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି। ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ କଶ୍ମୀର ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ସେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏହି ଅବସରରେ ଭେଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story