କନ୍ନଡ ନ କହିବାରୁ ପିଟିଲେ

ବାଙ୍ଗାଲୋର: କାଶ୍ମୀର ଦୁଇ ଭାଇଙ୍କୁ କର୍ଣ୍ଣାଟକର ବାଙ୍ଗାଲୁରୁରେ ଆକ୍ରମଣ କରାଯାଇଛି। ଏହି ଦୁଇ ଭାଇ କନ୍ନଡ ଭାଷା ଜାଣି ନ ଥିବାରୁ ତାଙ୍କୁ ଏଭଳି ଅସୁୟାର ଶିକାର ହେବାକୁ ପଡିଛି। ଏ ଖବର ଶୁଣିବା ପରେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ସେ ଉଲ୍ଲେଖ କରିଛନ୍ତି। […]

l-111

l-111

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 09:05 AM IST

Sports

Latest News

ବାଙ୍ଗାଲୋର: କାଶ୍ମୀର ଦୁଇ ଭାଇଙ୍କୁ କର୍ଣ୍ଣାଟକର ବାଙ୍ଗାଲୁରୁରେ ଆକ୍ରମଣ କରାଯାଇଛି। ଏହି ଦୁଇ ଭାଇ କନ୍ନଡ ଭାଷା ଜାଣି ନ ଥିବାରୁ ତାଙ୍କୁ ଏଭଳି ଅସୁୟାର ଶିକାର ହେବାକୁ ପଡିଛି। ଏ ଖବର ଶୁଣିବା ପରେ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ସେ ଉଲ୍ଲେଖ କରିଛନ୍ତି।  ବାଙ୍ଗାଲୁରୁରେ ହୋଟେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ନାମ ଲେଖାଇ ପାଠ ପଢୁଥିବା ୨୪ ବର୍ଷିୟ ଜଣେ ଯୁବକ ଅଭିଯୋଗ କରିଛନ୍ତି ଯେ, ସୋମବାର ସେ ନିଜ ଭାଇଙ୍କ ସହ ହୋଟେଲରୁ ରାତ୍ରିଭୋଜନ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଛି।

ଦୁହେଁ ସଞ୍ଜୟ ନଗର ଅଞ୍ଚଳରେ ଗାଡି ଅଟକାଇ ଫୋନ୍‌ରେ କଥା ହେଉଥିବା ବେଳେ ୨ ଜଣ ଯୁବକ ବାଇକ୍‌ରେ ଆସି ସାମାନଙ୍କୁ କନ୍ନଡରେ କିଛି ପଚାରିଥିଲେ। ହେଲେ ଉତ୍ତର ଭାରତୀୟ ହୋଇଥିବାରୁ ଦୁହେଁ କିଛି ବୁଝିପାରୁ ନ ଥିବା କହିବାରୁ ବାଇକ୍‌ରେ ଆସିଥିବା ଉକ୍ତ ଯୁବକ ଦ୍ୱୟ ତାଙ୍କୁ ଆକ୍ରମଣ କରିଥିଲେ। ଏପରିକି ସାମାନେ ନିଜ ସାଥିଙ୍କୁ ଘଟଣାସ୍ଥଳକୁ ଡାକିଆଣି ତାଙ୍କ କାର ଭଙ୍ଗାରୁଜା ମଧ୍ୟ କରିଥିଲେ। ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଘଟଣାର ବାସ୍ତବତା ଜାଣିପାରି ୨ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story