ଦେଶ ଦ୍ରୋହୀ ହୃଦୟରେ ଦେଶ ପ୍ରେମର ବହ୍ନି , ସେନାକୁ ଟେକା ଫିଙ୍ଗୁଥିବା ଯୁବତୀ ଆଜି ଫୁଟବଲ ଟିମ୍‌ର କ୍ୟାପ୍ଟେନ୍‌  

ନୂଆଦିଲ୍ଲୀ: ପ୍ରତିଭା କେବେ ଲୁଚି ରହେନା।  ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଜାମ୍ମୁ କାଶ୍ମୀରର  ଅଫସାନ୍ ଆସିକ୍।  ଦିନେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ଫୋପାଡୁଥିବା  ଅଫସାନ୍ ଏବେ ନିଜ ଦକ୍ଷତା ବଳରେ ଜାମ୍ମୁ କାଶ୍ମୀର ଫୁଟବଲ ଦଳର ନେତୃତ୍ୱ ନେଉଛନ୍ତି।  ଏନେଇ ଗୃହମନ୍ତ୍ରୀ ରାଜନାଥ ସିଂ ଅଫସାନଙ୍କ ସହ ତାଙ୍କ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି  । ଅଫସାନ ଆସିକ୍।   ଜାମ୍ମୁ କାଶ୍ମୀର ମହିଳା ଫୁଟବଲ ଦଳର ଖେଳାଳି   ଚମତ୍କାର ପ୍ରଦର୍ଶନ ପାଇଁ  ଦଳରେ ତାଙ୍କୁ ସାମିଲ […]

p-888

p-888

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 10:45 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତିଭା କେବେ ଲୁଚି ରହେନା।  ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଜାମ୍ମୁ କାଶ୍ମୀରର  ଅଫସାନ୍ ଆସିକ୍।  ଦିନେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ଫୋପାଡୁଥିବା  ଅଫସାନ୍ ଏବେ ନିଜ ଦକ୍ଷତା ବଳରେ ଜାମ୍ମୁ କାଶ୍ମୀର ଫୁଟବଲ ଦଳର ନେତୃତ୍ୱ ନେଉଛନ୍ତି।  ଏନେଇ ଗୃହମନ୍ତ୍ରୀ ରାଜନାଥ ସିଂ ଅଫସାନଙ୍କ ସହ ତାଙ୍କ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି  । ଅଫସାନ ଆସିକ୍।   ଜାମ୍ମୁ କାଶ୍ମୀର ମହିଳା ଫୁଟବଲ ଦଳର ଖେଳାଳି   ଚମତ୍କାର ପ୍ରଦର୍ଶନ ପାଇଁ  ଦଳରେ ତାଙ୍କୁ ସାମିଲ କରାଯାଇଛି।  କିନ୍ତୁ ଇଏ ଯେ ଦିନେ ସୁରକ୍ଷାକର୍ମୀଙ୍କ ବିରୋଧରେ ଲଢିବାକୁ ପ୍ରସ୍ତୁତ ହେଉଥିଲା ତାହା ଅଜଣା ରହିଥିଲା ସ୍ଥାନୀୟ ଲୋକମାନଙ୍କୁ । ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ  ସରକାରଙ୍କ ପକ୍ଷରୁ  ବିଭିନ୍ନ ଯୋଜନା ହାତକୁ ନିଆଯାଇଥିଲା।   ଆଉ ଏହାର ଫଳ ସ୍ୱରୂପ

ପଥର ଫୋପାଡୁଥିବା ଅଫସାନ ଆସିକ ଏବେ ଜାମ୍ମୁ କାଶ୍ମୀର ଫୁଟବଲ ଦଳରେ ସାମିଲ ହୋଇଛନ୍ତି ।  ଏହାକୁ ନେଇ ଗୃହମନ୍ତ୍ରୀ ରାଜନାଥ ସିଂ ତାଙ୍କୁ ପ୍ରଶଂସା କରିଛନ୍ତି  ।  ଅଫସାନ୍ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି  ଗୃହମନ୍ତ୍ରୀ କହିଛନ୍ତି ।  ଏଥିସହ ଜାମ୍ମୁ କାଶ୍ମୀର ମହିଳା ଫୁଟବଳ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି ।ଜାମ୍ମୁ କାଶ୍ମୀରରେ ବଢୁଥିବା ଆତଙ୍କବାଦକୁ ନଜରରେ ରଖି ସେନା ପକ୍ଷରୁ ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନ।

ଏଥିପାଇଁ ସେନା ପକ୍ଷରୁ  ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ସହ ଏନକାଉଣ୍ଟର କରାଯାଉଥିଲା।  ଆଉ ଏହାକୁ ବିରୋଧ କରୁଥିଲେ ସ୍ଥାନୀୟ ଲୋକ।  ପୁରୁଷମାନଙ୍କ ସହ ମହିଳାମାନେ ମଧ୍ୟ ଏହି ପ୍ରତିବାଦରେ ସାମିଲ ଥିଲେ।  ସୁରକ୍ଷାକର୍ମୀ ଯେତେବେଳେ ବି ଏନକାଉଣ୍ଟର କରନ୍ତି । ସେତେବେଳେ ସେମାନେ ସମସ୍ୟା ସୃଷ୍ଟି କରିଥାନ୍ତି । ସେନା ଉପରକୁ ଟେକାପଥର ଫୋପାଡିବା ସହ ଆତଙ୍କବାଦୀମାନଙ୍କୁ ଖସିବାରେ ସାହାଯ୍ୟ କରିଥାନ୍ତି ।  କିନ୍ତୁ ଅଫସାନ୍ ଜାମ୍ମୁ କାଶ୍ମୀର ଦଳରେ ସାମିଲ ହେବା ପରେ ସେ ଯୁବପୀଢୀ ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story