କାଶ୍ମୀରରେ ପୁଣି  ଉଡିଲା ପାକିସ୍ତାନ,ଆଇଏସ୍ ଓ ଲସ୍କର ପତାକା

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ପୁଣି ଉଡିଲା ପାକିସ୍ତାନ ଓ ଆଇଏସର ପତାକା। ୟାକୁବ ମେନନକୁ ଫାଶି ଦେବା ବିରୋଧରେ ଶୁକ୍ରବାର ଏହି ପତାକା ଉଡାଯାଇଛି । କେତେକ ଯୁବକ ମସଜିଦ୍ ବାହାରେ ପାକିସ୍ତାନ ପତାକା ଓ ଆତଙ୍କୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଓ ଲସ୍କର ଏ ତୋଏବାର ପତାକା ଉଡାଇଥିଲେ। ଅନ୍ୟପକ୍ଷରେ ଏହାକୁ ମିଶାଇ ୫ ଥର ହେବ ଶ୍ରୀନଗରରେ ପାକିସ୍ତାନ ଓ ଆଇଏସର ପତାକା ଉଡି ସାରିଛି।

isis-flag

isis-flag

Rakesh Mallick
  • Published: Friday, 31 July 2015
  • Updated: 31 July 2015, 03:07 PM IST

Sports

Latest News

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ପୁଣି ଉଡିଲା ପାକିସ୍ତାନ ଓ ଆଇଏସର ପତାକା। ୟାକୁବ ମେନନକୁ ଫାଶି ଦେବା ବିରୋଧରେ ଶୁକ୍ରବାର ଏହି ପତାକା ଉଡାଯାଇଛି । କେତେକ ଯୁବକ ମସଜିଦ୍ ବାହାରେ ପାକିସ୍ତାନ ପତାକା ଓ ଆତଙ୍କୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଓ ଲସ୍କର ଏ ତୋଏବାର ପତାକା ଉଡାଇଥିଲେ।

ଅନ୍ୟପକ୍ଷରେ ଏହାକୁ ମିଶାଇ ୫ ଥର ହେବ ଶ୍ରୀନଗରରେ ପାକିସ୍ତାନ ଓ ଆଇଏସର ପତାକା ଉଡି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos