ନଟ୍‌ଆଉଟ୍‌ ରହିବେ କେସିଆର୍‌!

ହାଇଦ୍ରାବାଦ୍: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ର ସେମିଫାଇନାଲ୍‌ କୁହାଯାଉଥିବା ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟ ମନ୍ତ୍ରୀ ବଦଳିବା ସ୍ଥିତି ଉପୁଜିଥିବାବେଳେ ତେଲେଙ୍ଗାନା କେ ଚନ୍ଦ୍ରଶେଖର ରାଓ ନିଜ ପଦବୀ ବଜାୟ ରଖିବେ ବୋଲି ସ୍ପଷ୍ଟ ହୋଇଛି। ରାଜସ୍ଥାନରେ କଂଗ୍ରେସ ଆଗୁଆ ରହିଛି, ମଧ୍ୟପ୍ରଦେଶରେ ସ୍ଥିତି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ, ଛତିଶଗଡ଼ ମଧ୍ୟ କଂଗ୍ରେସ ହାତକୁ ଯିବା ପ୍ରାୟ ସ୍ପଷ୍ଟ ହେବାରେ ଲାଗିଛି। କେସିଆର ନିରଙ୍କୁଶଭାବେ ବିଜୟଲାଭ କରିଥିବାରୁ […]

kcr

kcr

Hemant Lenka
  • Published: Tuesday, 11 December 2018
  • Updated: 11 December 2018, 03:35 PM IST

Sports

Latest News

ହାଇଦ୍ରାବାଦ୍: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ର ସେମିଫାଇନାଲ୍‌ କୁହାଯାଉଥିବା ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟ ମନ୍ତ୍ରୀ ବଦଳିବା ସ୍ଥିତି ଉପୁଜିଥିବାବେଳେ ତେଲେଙ୍ଗାନା କେ ଚନ୍ଦ୍ରଶେଖର ରାଓ ନିଜ ପଦବୀ ବଜାୟ ରଖିବେ ବୋଲି ସ୍ପଷ୍ଟ ହୋଇଛି। ରାଜସ୍ଥାନରେ କଂଗ୍ରେସ ଆଗୁଆ ରହିଛି, ମଧ୍ୟପ୍ରଦେଶରେ ସ୍ଥିତି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ, ଛତିଶଗଡ଼ ମଧ୍ୟ କଂଗ୍ରେସ ହାତକୁ ଯିବା ପ୍ରାୟ ସ୍ପଷ୍ଟ ହେବାରେ ଲାଗିଛି।

କେସିଆର ନିରଙ୍କୁଶଭାବେ ବିଜୟଲାଭ କରିଥିବାରୁ ଏହି ସେମିଫାଇନାଲ ମ୍ୟାଚ୍‌ରେ ଟିଆରଏସ୍‌ର ଅଧିନାୟକଭାବେ ଅପରାଜିତ ରହିବା ନିଶ୍ଚିତ ହୋଇସାରିଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ୍‌ଙ୍କ ବିରୋଧରେ ଜନମତ ଯାଇଥିଲେ ହେଁ ବର୍ତ୍ତମାନ ମଧ୍ୟ ସରକାର ଗଠନର ସୁଯୋଗ ରହିଛି।

୨୦୧୪ ମସିହାରେ ମାତ୍ର ୬୩ଟି ଆସନ ସହିତ ସରକାର କରିଥିବା ଟିଆର୍‌ଏସ୍‌ ବର୍ତ୍ତମାନ ୮୭ଟି ଆସନରେ ବିଜୟୀ ହେବା ଦିଗରେ ଆଗେଇଛି। ଦ୍ୱିତୀୟ ଦଳଭାବରେ କେବଳ କଂଗ୍ରେସ ଦୁଇଅଙ୍କ ଛୁଇଁପାରିଛି।

ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ଅଭିଯାନର ନେତୃତ୍ୱ ନେଇଥିବା କେସିଆର ୨୦୧୪ ମସିହାରେ ଏହା ସମ୍ଭବ କରିପାରିଥିଲେ।

ଏହାପରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା କାଏମ୍‌ ରଖିବାରେ ସଫଳ ହେବାପାଇଁ ଏହି ‘ଗୋଲାପୀ ଦଳ’ ଜନସାଧାରଣଙ୍କ ପାଇଁ ଗୋଲାପୀ ଯୋଜନା ସବୁ ଆଣିଥିଲା। ଏହା ଯଦିଓ ଅର୍ଥନୀତିକ ଦୃଷ୍ଟିକୋଣରୁ ସମାଲୋଚନାର କାରଣ ପାଲଟିଥିଲା, ଭୋଟ୍‌ ବଢ଼ାଇବାରେ ବେଶ୍‌ ସଫଳ ହୋଇପାରିଥିଲା।

ଏହି ଯୋଜନାସବୁ ତାଙ୍କ ପାଇଁ ଏବଂ ତାଙ୍କ ଦଳ ପାଇଁ ବେଶ୍‌ ସଫଳ ସାବ୍ୟସ୍ତ ହୋଇଛି। ଏତଦ୍‌ବ୍ୟତୀତ ବିଧାନସଭା ନିର୍ବାଚନର ୮ ମାସ ଆଗରୁ ବିଧାନସଭା ଭଙ୍ଗ କରି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଅନ୍ୟମାନଙ୍କ ଅନୁଯାୟୀ ଆତ୍ମଘାତୀ ନିଷ୍ପତ୍ତି ନେଇଥିଲେ। ଶେଷରେ ନିର୍ବାଚନରେ ବୃହତ୍‌ ସଫଳତା ଏହି ବିପଜ୍ଜନକ ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ କରିବାରେ ସଫଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story